।। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଡିଜିଟାଲ କ୍ୟାବିନେଟ୍ ବୈଠକ ।।

》୭ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର.
》OLLC ଅଧିନରେ ହେବ 'ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ
》୧୦ ଗ୍ରାମୀଣ ପାଇପ୍ ଜଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ.
》କୋରାପୁଟ , ନବରଙ୍ଗପୁର , ବଲାଙ୍ଗିର , କଟକରେ ହେବ ପାଇପ ଜଳ ପ୍ରକଳ୍ପ
》FPO ସହାୟତା ପାଇଁ ପାଣ୍ଠି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ!.
What's Your Reaction?






