ମାଳିମାର୍ଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଇବାର ଅବୈବସ୍ଥା:ଅଭିଯୋଗ ଆଣିଛନ୍ତି ପିଲା

Feb 15, 2025 - 22:39
 0  15
ମାଳିମାର୍ଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଇବାର ଅବୈବସ୍ଥା:ଅଭିଯୋଗ ଆଣିଛନ୍ତି ପିଲା

କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଖୁଡ଼ି ଗ୍ରାମପଞ୍ଚାୟତ ମାଳିମାର୍ଲାର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଦିର୍ଘ ବର୍ଷ ହେବ ପିଲାଙ୍କୁ ଶୌଚାଳୟର ବୈବସ୍ଥା ନାହିଁ ପାଣିର ବୈବସ୍ଥା ନାହିଁ, ସାମନାରେ ପାଚେରୀ ରହିଛି କିନ୍ତୁ ଅବୈବସ୍ଥାରେ ପିଲା ରହି ଆସୁଛନ୍ତି, ନିର୍ଭର କରନ୍ତି ସୋରିଷପଦର ପଞ୍ଚାୟତ ଅଧିନରେ ରହିଥିବା ଲେଞ୍ଜିଗୁଡ଼ା ବ୍ରିଜରେ ଶୈାଚ ପାଇଁ ଗାଦାଇବା ପାଇଁ ସେହି ବ୍ରିଜରେ ଏମିତି ଗାଁର ଦୁଇ ମାଳି ପିଲାଙ୍କ ଜୀବନ ଯାଇଥିଲା ପ୍ରଧାନ ଶିକ୍ଷୟିତ୍ରୀଙ୍କ ତାହା ଉପରେ ଚେତନା ନାହିଁ ସରକାରଙ୍କ ଯୋଜନା ହିସାବରେ ହଷ୍ଟେଲ ପିଲାଙ୍କୁ ମଙ୍ଗଳବାର ବୁଧବାର ଶୁକ୍ରବାର ଅଣ୍ଡା ଭାତ ଦିଆଯାଉ ନାହିଁ ରବିବାର ଦିନ ପିଲାଙ୍କୁ ଚିକେନ୍ ଭାତ ଦିଆଯାଉ ନାହିଁ ପିଲା କହିଛନ୍ତି ୩ରୁ ୪କେଜି ଚାଉଳ ଦିଅନ୍ତି, ପିଲା କହିଛନ୍ତି କୈଣସି ସରକାରୀ ଅଧିକାରୀ ଆସୁ ନାହାନ୍ତି ନହିଁଲେ ଆମର ବାଇବା ରହିବା ଅବୈବସ୍ଥା ବିଷୟରେ କହି ଥାନ୍ତୁ ବୋଲି ଅଭିଯୋଗ ଆଣିଛନ୍ତି ୨୧ଜଣ କୁନି କୁନି ଛୋଟ ଛୋଟ ଛାତ୍ର କହିବା କଥା ୨୭ରୁ ୨୮ ଛାତ୍ର ରହୁ ଥିଲୁ ଖାଇବା ରହିବା ଅବୈବସ୍ଥା ହେବାରୁ ପିଲା ଛୁଟିରେ ଘରକୁ ଯାଇ ଆଉ ସ୍କୁଲରେ ଫେରୁ ନାହାଁନ୍ତି ଏମିତି ଅଭିଯୋଗ ରହିଛି, ପିଲାଙ୍କୁ କୈଣସି ଲୋକଙ୍କୁ କହିଲେ ଟିସୀ ଦେଇ ବାହାର କରିଦେବୀ ବୋଲି ଧମକ୍ ମିଳୁଛି ବୋଲି କହିଛନ୍ତି ଛାତ୍ର ପରିବା ଆଣୁଛନ୍ତି ମାତ୍ର ଫୁଳ କବି ବନ୍ଧା କବି କକାରୁ ମାଠିଆଳୁ ଟମାଟୋ କି ଆଉ ଅନ୍ୟ କୈଣସି ଜିନିଷ ପ୍ରଧାନ ଶିକ୍ଷୟିତ୍ରୀ ଆଣୁ ନାହାଁନ୍ତି। ଏହି ସ୍କୁଲରେ କେବେ ବ୍ଲକ ପ୍ରଶାସନ କି ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡ଼ିବ ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି।ଏହି ବିଷୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ବ୍ଲକ ଅଧିକାରୀଙ୍କୁ ପଚାରିବାରୁ ଜିଲ୍ଲା ଅଧିକାରୀ କହିଥିଲେ ମୁଁ ଡାବୁଲୁଓଙ୍କୁ ପାଟାଇବି ତଦନ୍ତ କରିବେ ବୋଲି କହିଥିଲେ ବ୍ଲକ ଅଧିକାରୀ କହିଥିଲେ ଖାଇବାର ଅବ୍ୟବସ୍ଥା ରହିଥିଲେ ତାହାର ବୈବସ୍ଥା କରାଯିବା ବୋଲି ଫୋନ୍ ମାଧ୍ୟମରେ କହିଲେ ।

 କୋରାପୁଟ ରୁ ରୂପ ଖର ଙ୍କ ରିପୋର୍ଟ First news ଓଡ଼ିଆ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ