।। ମା ଖୁଦୂର୍ କୁଣି,ଓ ମା ମଙ୍ଗଳା ଙ୍କ ର ଭସାଣି ଯାତ୍ରା , ଧୁମ ଧାମରେ ପାଳିତ ।।

Sep 25, 2023 - 20:16
 0  7
।। ମା ଖୁଦୂର୍ କୁଣି,ଓ ମା ମଙ୍ଗଳା ଙ୍କ ର ଭସାଣି ଯାତ୍ରା , ଧୁମ ଧାମରେ ପାଳିତ  ।।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସହର ହାଟପଦା ପଡ଼ା ରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୱ ,, ଆଜି ଆମ ପ୍ରତିନିଧି ପହଞ୍ଚି ଥିଲେ , ସେଠାରେ ମା ଙ୍କ ଭସାଣି ଯାତ୍ରା ବହୁତ୍ ଧୁମ ଧାମରେ ପାଳନ କରୁଥିଲେ,, ଭାଦ୍ରବ ମାସ ର ପ୍ରଥମ ରବିବାର ରୁ ଶେଷ ରବିବାର ଦିନ ଏହି ପୂଜା ହୋଇ ଥାଏ,, ଏହି ପୂଜା କୁଆଁରୀ ଝିଅ ମାନେ କରି ଥାନ୍ତି, ତାଙ୍କର ମନସ୍କାମନା ପୁରଣ ପାଇଁ, ଭାଦ୍ରବ ମାସ ପ୍ରଥମ ରବିବାର ଦିନ ସମସ୍ତ କୁଆଁରୀ ଝିଅ ମାନେ ଉପବାସ ରହିଥାନ୍ତି ,ଓ ମା ଖୁଦୂର କୁଣୀ ଙ୍କ ମୂର୍ତ୍ତି ଙ୍କୁ ପ୍ରାଣ ପ୍ରତିଷ୍ଠା କରି ଥାନ୍ତି ଓ ଭାଦ୍ରବ ମାସ ଶେଷ ରବିବାର ଦିନ ବହୁତ ଆ ନଦ ରେ। ନାଚ , ଗୀତ ଘଣ୍ଟ ସହିତ ମା ଙ୍କ ବିଶ୍ରଜନ କରି ଥାନ୍ତି ।

ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ