।। ମହୀପାଣି ଗ୍ରାମ ରେ ବିଭିନ୍ନ ସ୍ଥାନ ଅଳିଆ ଆବର୍ଜନା ।।

Dec 17, 2023 - 09:13
 0  14
।। ମହୀପାଣି ଗ୍ରାମ ରେ ବିଭିନ୍ନ ସ୍ଥାନ ଅଳିଆ ଆବର୍ଜନା ।।

ସରକାର ପରିବେଶ ସୁରକ୍ଷା ପାଇଁ ଅନେକ ଯୋଜନା କରିଛନ୍ତି ହେଲେ ସ୍ୱଚ୍ଛ ଭାରତ ର ସରକାରୀ ଅର୍ଥ କୁ କାମ ରେ ନ ଲଗାଇ ଟଙ୍କା କୁ ଆତ୍ମ ସାତ କରିବା ଆଶଙ୍କା ହେଉ ଥିବା ଚର୍ଚ୍ଚା ହେଉଛି l ଏପରି ଦୃଶ୍ୟ ଦେଖିବା କୁ ପାଇଛୁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୂଖିଗୁଡା ପଞ୍ଚାୟତ ମହୀପାଣି ଗ୍ରାମ ରେ ଅଳିଆ ଆବର୍ଜନାଏଣେ ତେଣେ ପଡ଼ିରହିଛି l ଏହି ଆବର୍ଜନା କୁ ଘୃହ ପାଳିତ ପଶୁ, ପକ୍ଷୀ ଖାଇ ବିଭିନ୍ନ ରୋଗ ରେ ପୀଡିତ ହେଉଛି ବୋଲି ଗ୍ରାମ ବାସି ପ୍ରକାଶ କରିଥିଲେ ଏବଂ ରାସ୍ତା ରେ ଯାଉ ଥିବା ପଥଚାରି ମାନେ ଦୁର୍ଘନ୍ଦ ଯୋଗୁଁ ତାଙ୍କ ରୋଗ ଆକ୍ରାନ୍ତ ହେଉଥିବା ଜଣାପଡୁଛି l ପଞ୍ଚାୟତ ବିଭାଗ ଦୃଷ୍ଟି କେବେ ପଡିବ ବୋଲି ସାଧାରଣ ରେ ଦାବୀ ରହିଛି l

 କଳାହାଣ୍ଡି ରୁ ରଜନୀ କାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ