।। ଭୁବନେଶ୍ୱର: ଭୁଶୁଡ଼ିଲା ରମାଦେବୀ ୟୁନିଭର୍ସିଟି ପାଚେରି ।।

Apr 9, 2023 - 13:54
 0  57
।। ଭୁବନେଶ୍ୱର: ଭୁଶୁଡ଼ିଲା ରମାଦେବୀ ୟୁନିଭର୍ସିଟି ପାଚେରି ।।

ପ୍ରାୟ ୧୦୦ ଫୁଟ ଲମ୍ବର ପାଚେରି ଭୁଶୁଡ଼ି ପଡ଼ିଲା, ନିମ୍ନମାନର କାମ ପାଇଁ ଭୁଶୁଡ଼ିଲା ବୋଲି କହିଲେ ସ୍ଥାନୀୟ କର୍ପୋରେଟର, ପୁରୁଣା ପାଚେରି ଉପରେ ଯୋଡ଼ି ଉଚ୍ଚା କରାଯାଇଥିବାରୁ ଭୁଶୁଡ଼ିଥିବା ଅଭିଯୋଗ ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ