।। ଭି.ଏସ.ଏସ.କ୍ଲବ ଦ୍ୱାରା ସ୍ୱାଧୀନତା ଦିବସ ପାଳିତ ।।

Aug 16, 2024 - 21:13
 0  112
।। ଭି.ଏସ.ଏସ.କ୍ଲବ ଦ୍ୱାରା ସ୍ୱାଧୀନତା ଦିବସ ପାଳିତ ।।

ନୂଆପଡା : ଆଜି ମହାନ ପର୍ବ ରାଷ୍ଟ୍ରୀୟ ପର୍ବ ଭାରତ ବର୍ଷର ଗୌରବର ଦିନ ସ୍ୱାଧୀନତା ଦିବସ ପ୍ରତେକ ଭାରତୀୟଙ୍କ ପାଇଁ ଆନନ୍ଦ, ଉଲ୍ଲାସର ଦିନ l ଏହି ଶୁଭ ଅବସରରେ ଭି.ଏସ.ଏସ.କ୍ଲବ ଦ୍ୱାରା ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଉକ୍ତ ଅବସରରେ ଖରିଆର ରୋଡ ନଗରପାଳ ଡ଼. ସୋନିୟା ଜୈନ, ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପତାକା ଉତ୍ତୋଳଲନ କରିବା ସହ ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତି ଚାରଣ କରିଥିଲେ l ଏହି ପରିପ୍ରେକ୍ଷୀରେ ସମ୍ମାନୀତ ଅତିଥି ଭାବେ (ପାର୍ଷଦ) ସନ୍ଦୀପ ଶର୍ମା, ଖରିଆର ରୋଡ ଏନ.ଏ.ସି. ର କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ, ଭି.ଏସ.ଏସ. କ୍ଲବ ର ସଭାପତି ସୁନୀଲ ତିୱାରୀ, ଶଙ୍କର ସୁନା, ସଞ୍ଜୟ ୟାଦବ, ଶଙ୍କର ସୁନା, ବିଷୁବନଛୋର, ଭାଲୁ ଭାଲୁ ମହାରଣା, ବାବୁ ସତତ୍ପଥୀ, ଟୁନା ଭାଇ, ଦୋନା ଭାଇ ଏବଂ ୱାର୍ଡ ର ବରିଷ୍ଠ ନାଗରିକ ଗଣ ଉପସ୍ଥିତ ଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ