।। ଭାରତୀୟ ଜନତା ପାର୍ଟି ତରଫରୁ ବ୍ଲକ ଏବଂ ପଞ୍ଚାୟତ ଘେରାଉ ।।

Aug 30, 2023 - 06:15
 0  18
।। ଭାରତୀୟ ଜନତା ପାର୍ଟି ତରଫରୁ ବ୍ଲକ ଏବଂ ପଞ୍ଚାୟତ ଘେରାଉ ।।

ରାଜ୍ୟସଭାପତି ନିର୍ଦ୍ଧେଶକ୍ରମେ ତା.21.08.23 ରୁ 31.08.23 ବ୍ଲକ ଆଉ ପଞ୍ଚାୟତ ଘେରାଉ ବଲାଙ୍ଗୀର ଲୋକସଭା ପାଟଣାଗଡ ବିଧାନସଭା ଅନ୍ତର୍ଗତ,,

ବେଲପଡା ବ୍ଲକ ଭରୁଆଁପାଲି ପଞ୍ଚାୟତ ରେ ଆଜି ଭାରତୀୟ ଜନତା ପାର୍ଟି ତରଫରୁ ବିଜେପି ର କାର୍ଯ୍ୟକର୍ତା ନୀଳାମ୍ବର ନାଗଙ୍କ ନେତୃତ୍ୱରେ ପଞ୍ଚାୟତ ଘେରାଉ କାର୍ଯ୍ୟକ୍ରମ ହୋଇଥିଲା ।

ଏଥିରେ ବଲାଙ୍ଗୀର ବିଜେପି ବରିଷ୍ଠ କାର୍ଯ୍ୟକର୍ତା ଶ୍ରୀଯୁକ୍ତ ବଳରାମ ସିଂ ଯାଦବ, ପୂର୍ବତନ ବିଜେପି ଚୂଡ଼ାପାଲି ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଦିଲୀପ ବିଶ୍ୱାଳ, ଶଙ୍କର, ମକୁନ୍ଦ ହଂସ ଓ ବିଜେପି ର ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ରହି ପଞ୍ଚାୟତ ର ସରପଞ୍ଚ ଙ୍କୁ ଦାବିପତ୍ର ପ୍ରଦାନ କରାଗଲା ।

ବଲାଙ୍ଗୀର ଜିଲ୍ଲାରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ