।।ବ୍ରହ୍ମପୁର ଟ୍ରେନ ଧକ୍କାରେ ଜଣେ ଆହତ ଓ ଜଣେ ସୁରକ୍ଷିତ ।।
ବ୍ରହ୍ମପୁର ରେଳଷ୍ଟେସନରେ ଧକ୍କା ଦେଲା ଟ୍ରେନ ,୧ନଂ ପ୍ଲାଟଫର୍ମରେ ୨ ଜଣକୁ ଧକ୍କା ଦେଲା ଟ୍ରେନ ଟ୍ରେନ ଧକ୍କାରେ ଜଣେ ଆହତ ଓ ଜଣେ ସୁରକ୍ଷିତ ୟେସୱନ୍ତପୁର-ହାୱାଡା ସୁପରଫାଷ୍ଟ ଟ୍ରେନ ସହ ଧକ୍କାରେ ଗୁରୁତର ଚିତ୍ରସେନଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0