।। ବେକରେ ଦୌଡି ଲଗାଇ ଆତ୍ମ ହତ୍ୟା କାରଣ ଅସ୍ପଷ୍ଟ ।।

Aug 18, 2023 - 15:50
 0  263
।। ବେକରେ ଦୌଡି ଲଗାଇ ଆତ୍ମ ହତ୍ୟା କାରଣ ଅସ୍ପଷ୍ଟ ।।

କଳାହାଣ୍ଡି:(କୋରାପୁଟ ପ୍ରଥମ ଖବର)ଥୁଆମୂଳ ରାମପୁର ବ୍ଲକ ବାଗ ଡିଆଣି ପଞ୍ଚାୟତ କୁମାରକାନି ଗ୍ରାମ ର ।

ଚାକରି ମାଝୀ ବୟସ 50ବର୍ଷୀୟ ନାମକ ଜଣେ ବ୍ୟକ୍ତି ବେକରେ ଦୌଡ଼ି ଦେଇ ଆତ୍ମ ହତ୍ୟା କରିଥିବା ଜଣାପଡିଛି l

ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି ଏ ସବୁଠାରୁ ବ୍ରେକିଙ୍ଗ news l ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳ ରେ ପଲିସ ପହଞ୍ଚି ନ ଥିବା ସୂଚନା ମିଳିଛି l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ