।। ବିଜେପି ଦ୍ୱାରା ପାଟଣା ମଲ୍ଲିପଶିଠାରୂ ପାଟଣା ରାମମନ୍ଦିର ପର୍ଯ୍ୟନ୍ତ ରାଲି ।।

Apr 22, 2024 - 05:44
 0  72
।। ବିଜେପି ଦ୍ୱାରା ପାଟଣା ମଲ୍ଲିପଶିଠାରୂ ପାଟଣା ରାମମନ୍ଦିର ପର୍ଯ୍ୟନ୍ତ ରାଲି ।।

୧-ଅକ୍ଷିଳ ଚନ୍ଦ୍ର ନାଏକ ପାଟଣା ବିଧାନସଭା ବିଜେପି ପ୍ରାର୍ଥୀ(ଅବସରପ୍ରାପ୍ତ ଯୁଗ୍ମ ଶାସନ ସଚିବ)୨-ରାଧାକାନ୍ତ ମହାନ୍ତ,ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ୩-କମଳାକାନ୍ତ ଦାଶ, ବରିଷ୍ଟ ବିଜେପି କାର୍ଯ୍ୟକର୍ତ୍ତା, ବିରଜା ମିଶ୍ର ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ତଥା ଆଇନଜୀବୀ,ହେମ ରଞ୍ଜନ ବାରିକ୍ କେନ୍ଦୁଝର ଜିଲ୍ଲା ସମ୍ପାଦକ, ଦୁର୍ଗା ନନା, ସୁବ୍ରତ ମହାନ୍ତି,ଯଜ୍ଞ ପ୍ରସାଦ ସାହୂ, ସାବିତ୍ରୀ ବିଶ୍ଵାଳ ବରିଷ୍ଟ ନାରୀ ନେତ୍ରୀ,ସୋମବାରୀ ମୁଣ୍ଡା ଜିଲ୍ଲା ଉପସଭାପତି ଗାୟିତ୍ରୀ ଜେନା , ଉର୍ମିଳା ପାତ୍ର , ଅମୂଲ୍ୟ ସାମଲ ବିଶିଷ୍ଟ ବିଜେପି ନେତା,ଲକ୍ଷ୍ମଣ ପତି,ଲିପି କୁମାର ସେଠୀ ବିଶିଷ୍ଟ ଯୁବନେତା, ନିବାରକ ମଣ୍ଡଳୀର ଅନେକ ସରପଞ୍ଚ ଓ ସମିତି ସଭ୍ୟ ତଥା ଜ୍ୟେଷ୍ଠ, ବାହୁଡ଼ି ସାଂସ୍କୃତିକ ସମାଜର ନେତ୍ରୁ ମଣ୍ଡଳୀ,ଚାଙ୍ଗୁନୃତ୍ୟ ମାଧ୍ୟମରେ୨୦୦୦ରୁ ଉର୍ଦ୍ଧ୍ବ କାର୍ଯ୍ୟ କର୍ତ୍ତା ବିପୁଳ ଅଭ୍ୟର୍ଥନା ତଥା ପାଟଣା ମଲ୍ଲିପଶିଠାରୂ ପାଟଣା ରାମମନ୍ଦିର ପର୍ଯ୍ୟନ୍ତ ରାଲିରେ ବିଶାଳ ସମାବେଶରେ ଅଭ୍ୟର୍ଥନା କରି ଅଭିନନ୍ଦନ କରିଥିଲେ। ସମାଜର ଜିଲ୍ଲା ମୋହିଳା ମୋର୍ଚ୍ଚା ଘଷିପୁରା ନିର୍ବାଚନ ମଣ୍ଡଳୀର ଆଶାୟୀ ବିଧାନସଭା ପ୍ରାର୍ଥୀ ତଥା ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ,ସୋମବାରୀ ମୁଣ୍ଡା ଜିଲ୍ଲା ଉପ ସଭାପତି ସମେତ ଅନେକ ନେତୃ ମଣ୍ଡଳୀ ସାମିଲ ହୋଇ ବିପୁଳ ଜନ ସମର୍ଥନ ହାସଲ କରିଥିଲେ ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ