।। ବନ ବିଭାଗ ତରଫରୁ ସଚେତନ ପ୍ରଥ ପ୍ରାନ୍ତ ନାଟକ ।।

Feb 26, 2024 - 15:52
 0  7
।। ବନ ବିଭାଗ ତରଫରୁ ସଚେତନ ପ୍ରଥ ପ୍ରାନ୍ତ ନାଟକ ।।

ଖରା ଦିନ ଆସିଗଲେ ଅନେକ ଦୃର୍ବୁତ୍ତ ଜଙ୍ଗଲରେ ନିଆଁ ଲଗାଇ ଜଙ୍ଗଲ ନଷ୍ଟ କରୁଥିବା ବେଳେ ଜଙ୍ଗଲ ଜନ୍ତୁ ଖାଦ୍ୟ ପାଇବାରୁ ବଞ୍ଚିତ ହେଇ ସହର ମୁଖା ହେଉଛନ୍ତି।ଏଥିସହ ବର୍ଷାର ଅଭାବ ଦେଖା ଦେଉଛି।ଫଳରେ ଜଳ ବାୟୁ ପରିବର୍ତ୍ତନ ହୋଇ ନାହିଁ ନଥିବା ପ୍ରାକୃତିକ ବିପର୍ଜୟ ଘଟୁଛି।ଏହାକୁ କିପରି ରୋକିବାକୁ ନେଇ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଲକ୍ଷ୍ମୀପୁର ବନାଞ୍ଚଳ ଜରିଆରେ ଏକ ସଚେତନ ପ୍ରଥ ପ୍ରାନ୍ତ ନାଟକ ଲକ୍ଷ୍ମୀପୁର ବଜାର ମଝିରେ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଜଙ୍ଗଲ କ୍ଷୟ ହେବା ଦ୍ବାରା ପରିବେଶ ଉପରେ କି ପ୍ରଭାବ ପକାଉଛି ତାହା ନାଟକ ମାଧ୍ୟମରେ ବର୍ଣ୍ଣନା କର ଯାଇଛି।ଏହି ପ୍ରଥ ପ୍ରାନ୍ତ ନାଟକ ଦେଖିବାକୁ ବଜାର ମଝିରେ ପ୍ରବଳ ଗହଳି ଦେଖିବାକୁ ମିଳିଥିବା ବେଳେ ଲକ୍ଷ୍ମୀପୁର ରେଞ୍ଜର କୁମାର୍ ଖରା,ଲକ୍ଷ୍ମୀପୁର ଫରେଷ୍ଟର ପୂର୍ଣ୍ଣ ଚନ୍ଦ୍ର କାଲେକା,କୈଳାସ ଚନ୍ଦ୍ର ପଦକା,ଲକ୍ଷ୍ମୀ ପ୍ରିୟା ସେଠୀ, ଡିଓ ଦୀପ୍ତି ରଞ୍ଜନ ସ୍ୱାଇଁଙ୍କ ସମେତ ଲକ୍ଷ୍ମୀପୁର ବନାଞ୍ଚଳ ଅଧୀନରେ ଥିବା ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ।

ଲଷ୍ମୀପୁର ରୁ ପ୍ରମଦ କୁମାର ଜେନାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ