।।ବଡ଼ ଖବର BREAKING NEWS ।।ପୁରୀ ରେଳଷ୍ଟେସନର RPF ଥାନା ନିକଟ ୱାସିଂଲାଇନ୍‌ରେ ଅଗ୍ନିକାଣ୍ଡ।।

Mar 23, 2023 - 23:42
 0  16
।।ବଡ଼ ଖବର BREAKING NEWS ।।ପୁରୀ ରେଳଷ୍ଟେସନର RPF ଥାନା ନିକଟ ୱାସିଂଲାଇନ୍‌ରେ ଅଗ୍ନିକାଣ୍ଡ।।

।।ବଡ଼ ଖବର BREAKING NEWS.।। ପୁରୀ ରେଳଷ୍ଟେସନର RPF ଥାନା ନିକଟ ୱାସିଂଲାଇନ୍‌ରେ ଅଗ୍ନିକାଣ୍ଡ। ୨୪ ଓ ୨୫ ନମ୍ବର ୱାସିଂ ଲାଇନ୍‌ରେ ଇନଭର୍ଟର ସର୍ଟସର୍କିଟରୁ ଲାଗିଲା ନିଆଁ। RPG, GRP, ୱାସିଂଲାଇନ୍ କର୍ମଚାରୀଙ୍କ ସହ ଦମକଳ ବାହିନୀ ଦ୍ଵାରା ତୁରନ୍ତ ନିଆଁ ଆୟତ୍ତ ଯୋଗୁଁ ବଡ଼ ଅଘଟଣରୁ ରକ୍ଷା ପାଇଗଲା ଷ୍ଟେସନ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ