।। ବଡ କର୍ଲାକୋଟ, ସୁଣ୍ଡିପଡ଼ା ଠାରେ ୧୨ ତମ ଓଁ ଶ୍ରୀ ଶ୍ରୀ ଗଣେଶ ପୂଜା ମହା ଅୟଜନ।

Sep 19, 2023 - 21:25
 0  152
।। ବଡ କର୍ଲାକୋଟ, ସୁଣ୍ଡିପଡ଼ା ଠାରେ  ୧୨ ତମ ଓଁ ଶ୍ରୀ ଶ୍ରୀ ଗଣେଶ ପୂଜା ମହା ଅୟଜନ।

ଜୟପାଟଣା ବ୍ଲକ ଅଧିନସ୍ଥ ବଡ କର୍ଲାକୋଟ ଗ୍ରାମ ପଞ୍ଚାୟତର ସୁଣ୍ଡିପଡ଼ା ଠାରେ ୧୨ତମ ଓଁ ଶ୍ରୀ ଶ୍ରୀ ଗଣେଶ ପୂଜା ପାଳନ ଦେଖିବାକୁ ମିଳିଛି । ଏଠାରେ ପୂଜା ଆୟାଜନ କମିଟି ଯୁବକଙ୍କ ସହ ଗ୍ରାମର କିଛି ବୟ ଜ୍ୟେଷ୍ଠ, ଜ୍ଞାନୀ , ବୃଦ୍ଧ ସମସ୍ତଙ୍କ ସହଜଗ ରେ ଆୟଜନ କରିଥିବା ଜଣାପଡିଛି ଲୋକଙ୍କୁ ନିମନ୍ତ୍ରଣ କରିବା ସହ ଭୋଗ ସୁବିଧା ଆୟଜନ ର ବ୍ୟବସ୍ଥା ମଧ୍ୟ ରହିଛି ।

୧୨ତମ ଗଣେଶ ପୂଜା ପାଳନ ର ଇତିହାସ ବିଷୟରେ ପୂର୍ଣ୍ଣଚନ୍ଦ୍ର ନାଏକ ଏବଂ ପଞ୍ଚାୟତ ସମିତି ସଭ୍ୟ ପିତାମ୍ବର ହରିଜନ ଙ୍କ ସହ କେତେକ ଭଦ୍ରା ବ୍ୟକ୍ତି କିଛି କହିଛନ୍ତି ଆସନ୍ତୁ ଶୁଣିବା ।ଏଠାରେ ଅନେକ ପାରମ୍ପରିକ କଳା ଓ ସଂସ୍କୃତି ର ମଧ୍ୟ ଆୟଜନ ଏବଂ ଫୁଲ ମାଳ ସହିତ ଲିଚୁ ବଲ ସାଉଣ୍ଡ ସେଟ୍ ଏବଂ ଅନେକ ପ୍ରକାର ଆକର୍ଷଣୀୟ ଏଲେକ୍ଟ୍ରିକ ଲାଇଟ୍ ବ୍ୟବହାର କରି ଅତି ସୁନ୍ଦର ଭାବରେ ସଜାଯାଇଛି। ଦେଖିବାକୁ ମିଳିଛି । ସିଦ୍ଧି ବିନାୟକ ପୂଜା କମିଟି ର ସଭାପତି- ଭରତ ରଣା, ଉପସଭାପତି- ଡମ୍ ବୁଡ଼ା ରଣା, ସମ୍ପାଦକ- ପବିତ୍ର ନାଏକ, ତତ୍ସହିତ କ୍ଷୀର ସିନ୍ଧୁ ନାଏକ, ତ୍ରିନାଥ ନାଏକ, ପ୍ରଶାନ୍ତ କୁମାର ପାଣିଗ୍ରାହୀ, ସୁରେଷନ ଦୁର୍ଗା, ପ୍ରମଦ କୁମାର ପାଣିଗ୍ରାହୀ,ଅଲେଖ ରଣା, ପିତାମ୍ବର ହରିଜନ,ପୂର୍ଣ୍ଣ ଚନ୍ଦ୍ର ନାଏକ, ଲକ୍ଷାବନ୍ତ ଦୁର୍ଗା, କ୍ଷୀର ମଣି ଠାକୁର,ସୁବାସ ଚନ୍ଦ୍ର ପଟେଲ୍, ଭବାନୀ ଶଙ୍କର ପାଣିଗ୍ରାହୀ, ଅଲେଖ ରଣାଙ୍କ ସହ ସମସ୍ତ ପୋଡ଼ା ବାସି ଯୋଗ ଦେଇ ଆଡମ୍ବର ରେ ଉତ୍ସବଟି ପାଳନ କରାଯାଇଛି।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପ୍ରତିନିଧି ବାବୁଲି ହରିଜନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ