।। ପ୍ରୋସେସ୍ସିଂ ୟୁନିଟ ଠାରେ ଏକ ପରିଦର୍ଶନର କାର୍ଯ୍ୟ ଅନୁଷ୍ଠିତ ।।

Jan 7, 2025 - 23:10
 0  330
।। ପ୍ରୋସେସ୍ସିଂ ୟୁନିଟ ଠାରେ ଏକ ପରିଦର୍ଶନର କାର୍ଯ୍ୟ  ଅନୁଷ୍ଠିତ ।।

ଆଜି 07.01.2025 ରିଖ ଦିନ ମିଲେଟ ଶକ୍ତି ପ୍ରୋସେସ୍ସିଂ ୟୁନିଟ ଠାରେ ଏକ ପରିଦର୍ଶନର କାର୍ଯ୍ୟ ଅନୁଷ୍ଠିତ ହୋଇ ଯାଇ ଥିଲା ସେଠାରେ ମୁଖ୍ୟ ଅତିଥି ରୂପେ ଶିକ୍ଷା ମନ୍ତ୍ରୀ ଶ୍ରୀ ସୁକାନ୍ତ ମଜୁମଦାର, (ଲୋକସଭା ଅଧକ୍ଷ ବିଜେପି )ଯୋଗ ଦେଇ ଥିଲେ କୋରାପୁଟ ବିଧାୟକ ରଘୁରାମ ମାଛ,କୋଟପାଡ଼ ବିଧାୟକ ଶ୍ରୀ ରୁକୁ ଭତ୍ରା, କୋରାପୁଟ ଜିଲ୍ଲାପାଳ ଶ୍ରୀ କେ କୀର୍ତିଭାସନ୍ନ, (ସରପଞ୍ଚ ଏବଂ ସମାଜସେବୀ) ଶ୍ରୀ ପିତାମ୍ବର କିର୍ସାନି, (ବି. ଡି. ଓ) ସେମିଲିଗୁଡା ଶ୍ରୀ ଜସ୍ମିନ ପ୍ରଧାନ,(ଏସ.ପି )କୋରାପୁଟ ଶ୍ରୀ ରୋହିତ ବର୍ମା,ଶ୍ରୀ ବେଣୁଧର ଶବର ଜିଲ୍ଲା ପରିଷଦ ଅଧକ୍ଷ କୋରାପୁଟ, ଏହି କାର୍ଯ୍ୟକ୍ରମ ର ସହ ଅତିଥିଭାବେ ପରିଦର୍ଶନ ରେ ଆସିଥିଲେ। ସେହିପରି (ଡି.ପି.ଏମ ) କୋରାପଟ ପ୍ରବୋନ୍ଦାନା ବିଷୋୟୀ ଏବଂ ଜି.ପି. ଏଲ. ଏଫ ରାଜପୁଟ ର ମହିଳା ଏସ.ଏଚ. ଜି ମା ମାନଙ୍କ ସହ କାର୍ଯ୍ୟରତ ଏମ. ବି. କେ, ପ୍ରାଣୀମିତ୍ର, କୃଷିମିତ୍ରା ଓ ସି. ଆର. ପି ମେମ୍ବର ରାଜପୁଟ ଉପସ୍ଥିତ ରହି ଥିଲେ। ମୁଖ୍ୟ ରୂପେ ଉକ୍ତ ମିଲେଟ ପ୍ରୋସେସ୍ସିଂ ୟୁନିଟ କୁ ସୁପରିଚାଳନା କରୁଥିବା ସଂସ୍ଥା ଇକ୍ରିସାଟ ହାଇଦେ ରାବାଦ ତରଫରୁ ଡ଼କ୍ଟର ଅଭିରାଜ ଦତ୍ତ, ଉଦିତ ଶଙ୍କର ପାଣିଗ୍ରାହୀ, ମନୋଜ ଲିମା ଏବଂ ରାମ ନନ୍ଦିବାଲି ଏହି ୟୁନିଟ ର କାର୍ଯ୍ୟକ୍ରମ କୁ ଉପସ୍ଥାପନ କରିଥିଲେ।

 କୋରାପୁଟ ରୁ ରୂପ ଖର ଙ୍କ ରିପୋର୍ଟ First news ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ