।। ପ୍ରଫୁଲ୍ଲ ସାମନ୍ତରାୟ କୁ ଅନୁପ୍ରବେଶ :ବିଜେପି ର ପ୍ରେସ ମିଟ୍ ।।

Sep 18, 2023 - 22:02
 0  64
।। ପ୍ରଫୁଲ୍ଲ ସାମନ୍ତରାୟ କୁ ଅନୁପ୍ରବେଶ :ବିଜେପି ର ପ୍ରେସ ମିଟ୍ ।।

କଳାହାଣ୍ଡି ଜିଲ୍ଲା ଥୁଆ ମୂଳ ରାମପୁର ବ୍ଲକ ବିଜେପିଦଳପକ୍ଷରୁ p,w,d, ବଙ୍ଗଳା ଠାରେ ତିଜମାଳି ଓ ମୈତ୍ରୀ କମ୍ପାନୀ କୁ ବିରୋଧ କରୁଥିବା ପ୍ରଫୁଲ୍ଲ ସାମନ୍ତରାୟ ଙ୍କ ବିରୋଧରେ ସଭାପତି ଶ୍ରୀଯୁକ୍ତ ବୀଷ୍ଟୁ ନାଏକ କଳାହାଣ୍ଡି ସାଂସଦ ପ୍ରତିନିଧି ଙ୍କ ଅଧ୍ୟକ୍ଷତାରେଏକ ପ୍ରେସ ମିଟ ତା 18,9,2023ରିଖ କରାଯାଇଥିଲା। ଏଥିରେ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ନାଏକନ ,ରାଧାକାନ୍ତ ନାଏକ ବିପିନ ବିହାରୀ ନାଏକ, ବାମନୁ ନାଏକ, ପୂର୍ବତନ ଜିଲ୍ଲାପରିଷଦ ବାଜ୍ରା ଭୋଇ ,ଯୁବ ନେତା ଶ୍ରୀଯୁକ୍ତ ଦୟାନିଧି ଭୋଇ ଓ ଦଳର କର୍ମକର୍ତ୍ତା ପ୍ରେସ ମୀ ଟ ରେ ଉପସ୍ଥିତ ଥିଲେ। ପ୍ରେସ ମିଟ ରେ ଜଣ ଜଣ କରି କହିଲେଜେ ଆମ ଥୁଆ ମୂଳ ରାମପୁର ବ୍ଲକ ଗୋଟିଏ ଅନୁନ୍ନତ ଅଞ୍ଚଳ ଅଟେ । ଏ ଠାରେ ଗୋରିବ ହରିଜନ ଓ ଆଦିବାସୀ ବସବାସ କରିଆସୁଅଛୁ। ପୂର୍ବ ପୁରୁଷ ଠାରୁ କନ୍ଦ ମୂଳ ଖାଇ ବସବାସ କରି ରହିଛୁ । ପେଟ ପାଇଁ ବାହାର ରାଜ୍ୟ କୁ ଦାଦନ ଯାଇ କେତେ କେତେ ବେଳେ ଆମର ଳକ ସବ ହଇ ଫେରୁଛନ୍ତି। ଏକଥା କିଏ ବୁଝିବ । ସରକାରଙ୍କ ଉଦ୍ୟମରେ ଅଞ୍ଚଳର ବିକାଶ ଗରିବ ନିରୀହ ସିକ୍ଷିତ ଯୁବକ ଯୁବତୀ ମାନଙ୍କୁ ବେକାରୀ ସମସ୍ୟା ଓ ଦାଦନ ରୋକିବା ନିମନ୍ତେ ତିଯିମାଳି କୁ ମୈତ୍ରୀ କମ୍ପାନୀକୁ ଟେଣ୍ଡର ଦିଆଯାଇଛି।

ଏଥିରେ ପ୍ରଫୁଲ୍ଲ ସାମନ୍ତରାୟ ତାଙ୍କର ଫାଇଦାପାଇଁ ଆମର ସରାଳତା ଦେଖି ଆନ୍ଦୋ ଲନ ର ଶିକାର କରୁଛି । ଆମଜଙ୍ଗଲ , ଜମି ,ମାଟି ଆମର । ଆମେ ପ୍ରଫୁଲ୍ଲ ସାମନ୍ତରାୟ କୁ ସିଯିମାଲି ବିସ୍ତାପିତ ଅଞ୍ଚଳ ରେ ପାସାଇ ନଦେବାପାଇଁ ପ୍ରେସ ମିଟ ପ୍ରକାଶ କରିଛନ୍ତି।ସିଜମାଲି ହେବାକୁ ଥିବା ଖଣି ଖଦାନ ର ବିସ୍ଥାପିତ ଗ୍ରାମର ନିରୀହ ହରିଜନ ଓ ଆଦିବାସୀ ମାନଙ୍କୁ ଯେ କୌଣସି ଉପାୟରେ ଉସୁକାଇ ମୈତ୍ରୀ କମ୍ପାନୀ ବିରୋଧରେ ଜଙ୍ଗଲ ଜମି କୁ ନଛାଡ଼ିବା ପାଇଁ ଆନ୍ଦଲନ କରିବାକୁ ପ୍ରଫୁଲ୍ଲ ସାମନ୍ତରାୟ ,ନରେନ୍ଦ୍ର ମହାନ୍ତି ଭଳି କିଛି ସ୍ୟାର୍ଥବାଦି ବ୍ୟକ୍ତି ମାନେ ପ୍ରବର୍ତାଉଥିବା ପ୍ରକାଶ କରିଛନ୍ତି।ବିସ୍ଥାପିତ ଗ୍ରାମର ନିରୀହ ଆଦିବାସି କୁ ଆନ୍ଦଳନ କରିବାକୁ ପ୍ରବର୍ତ୍ତାଇ ନିଜ ସ୍ବାର୍ଥ ପାଇଁ ଆଦିବାସୀ ମାନଙ୍କ ସରଲତା ଦେଖି ଭକୁଆ ବନାଇ ଉସୁକାଉଥିବା ଜଣାପଡିଛି। ଏହି ବ୍ୟକ୍ତି କେବେହେଲେ ଏହି ଅଞ୍ଚଳ ଆସି ବଣ ପର୍ବର୍ତ ଘେରା ଥୁଆ ମୂଳ ରାମପୁର ବ୍ଲକ କୁ ଆସି ଏହି ଅଞ୍ଚଳ ର ବିକାଶ ଓ ବନ୍ୟା ବାତ୍ୟା କିବା ଦାଦନ ,ରାସ୍ତା , ନାନା ରଗରେ ଆକ୍ରାନ୍ତ ସମୟରେ ଆସି ଆନ୍ଦୋଳନ କରୁନଥିଲେ । ବର୍ତମାନ କେଉଁ ସ୍ୟାର୍ଥରେ ଆଦିବାସୀଙ୍କୁ ଭକୁଆ କରୁଛନ୍ତି ବଳି ପ୍ରକାଶ କରିଛନ୍ତି।ଶ୍ରୀ ସାମନ୍ତରାୟ ଙ୍କ ବିରୋଧରେ ଦଳ ତରଫରୁ ଏକ ପ୍ରେସ ମୀଟ କରାଯାଇଥିଲା। ପ୍ରେସ ମିଟ୍ ରେ ପ୍ରକାଶ କରିଛନ୍ତି ଜେ ଆମ ମାଟି, ଆମ ଜଙ୍ଗଲ କୁ ଆମେ ଦାୟୀ। ଆମକୁ ବିକାଶ ଦରକାର । ଆମ ବିସ୍ଥାପିତ ଅଞ୍ଚଳ କୁ ଆସି ପ୍ରଫୁଲ୍ଲ ସାମନ୍ତରାୟ ଙ୍କ ଭଳିଆ ଓ ଅନ୍ୟ ବାହାର ଦଲାଲ କୁ ପସେଇଦେବୁନାହି କହି ପ୍ରେସ ମିଟର ପ୍ରକାଶ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଥୁଆ ମୂଳ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ କରା ପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ