।। ପରମ ପୁରୁଷତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ 139ତମ ଜନ୍ମଦିନ ପାଳନ ଉତ୍ସବ ।।

ଏହି ଉତ୍ସବ ରେ ରାଉରକେଲା, ସୁନ୍ଦରଗଡ଼, ରାଞ୍ଚି, କଲିକତା ଓ ଅନ୍ୟାନ୍ୟ କୋଣ ଅନୁକୋଣ ରୁ ଏହି ଏକତ୍ରିତ ହୋଇ ଥିଲେ. ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଜନ୍ମଦିନ ଅବସରରେ ରାଉରକେଲା ସେକ୍ଟର 13ପଡିଆରେ ଏକ ସୁନ୍ଦର ସମିଳନୀ ହୋଇଥିଲା. ଏହି ସମିଳନୀ ରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ଚିକିତ୍ସା ସହ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଭଜନ କୀର୍ତନ ସହ ଭଣ୍ଡାର ର ଆୟୋଜନ କରାଯାଇଥିଲା. ଏହି ସମିଳନୀ ରେ ଜୟଗୁରୁ ଭକ୍ତ ମନେ ଅତି ଆନନ୍ଦ ର ସହ ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ.।
ରାଉରକେଲା ରୁ ପିଣ୍ଟୁ ମିଶ୍ର ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






