।। ନୂଆପଡା ଜ଼ିଲ୍ଲା ଗସ୍ତରେ ଆସିବେ ଓଡିଶାର ମହାମହିମ ରାଜ୍ୟପାଳ ।।

Jan 16, 2024 - 11:59
 0  49
।। ନୂଆପଡା ଜ଼ିଲ୍ଲା ଗସ୍ତରେ ଆସିବେ ଓଡିଶାର ମହାମହିମ ରାଜ୍ୟପାଳ ।।

ନୂଆପଡା : ତା: 27.01.2024ରିଖ ଦିନ ଓଡିଶା ମହାମହିମ ରାଜ୍ୟପାଳ ରଘୁବର ଦାସ ଙ୍କ ନୂଆପଡା ଜ଼ିଲ୍ଲା ଗସ୍ତରେ ଆସିବାର ସୁଚାନ ମିଳିଛି l ସେ ଭୁବନେଶ୍ୱରରୁ ବାହାରି 10ଘଟିକା ସମୟରେ ନୂଆପଡା ଜ଼ିଲ୍ଲା ସଦର ମହକୁମାରେ ପହଞ୍ଚି ଭିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ଏବଂ ପରିଦର୍ଶନ କରିବାର ସୂଚନା ରବଛି ଏହି କ୍ରମରେ ବିଭିନ୍ନ ଅଙ୍ଗନବାଡି ସେଣ୍ଟର ପରିଦର୍ଶନ କରି ପୋଷଣ ସ୍କିମର ତଦାରକ ପରେ ଗ୍ରାମୀଣ ପ୍ରଧାନ ମନ୍ତୀ ଆବାସ ଯୋଜନାରେ ଘର ମିଳିଥିବା ହିତାଧିକରୀ ମାନଙ୍କ ସହ ସାକ୍ଷାତ, ଗ୍ରାମୀଣ ହସପିଟାଲ ରେ କାର୍ଯ୍ୟ କରୁଥିବା ଡାକ୍ତର, ପେସେଣ୍ଟ, ପାରା ମେଡ଼ିକାଲ ଏବଂ ଆଶା କର୍ମଚାରି ଏବଂ 150 ମହିଳା ସ୍ୱଂୟ ସହାୟକ ଗୋଷ୍ଟିର ସଦସ୍ୟା ମାନଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମରେ ଯୋଗଦାନ, 250 ଚାଷୀ ଏବଂ ଆଦିବାସୀ ଆରଟିସିଏନ ମେଳିରେ ଯୋଗଦାନ ପରେ ଭିବିନ୍ନ ସ୍କୁଲ ପରିଦର୍ଶନ କରି ଛାତ୍ର ଛାତ୍ରୀ ମାନଙ୍କ ସହିତ ଆଲୋଚନା ପରେ ମନ୍ଦିର ପରିଦର୍ଶନ ଏବଂ ନୂଆପଡା ସର୍କିଟ ହାଉସ ରେ ରାତି ଜାପନ ପରେ ତା 28.01.2024ରିଖ ସକାଳ 8ଘଟିକା ସମୟରେ ନୂଆପଡା ସର୍କିଟ ହାଉସରୁ ବାହାରି ସଡକ ପଥ ଯୋଗେ ବଲାଙ୍ଗୀର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିବାର ଜ଼ିଲ୍ଲା ପ୍ରଶାସନରୁ ସୂଚନା ମିଳିଛି l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ