ନୂଆପଡା : ଅନ୍ତର୍ଜାତୀୟ ବୋକ୍ସସିଂ ଖେଳରେ ସ୍ଵର୍ଣ ପଦକ ପାଇଲେ ତେଜସ୍ୱୀ ସୋନୀ
ନୂଆପଡା : ରାଷ୍ଟ୍ରୀୟ କିକ ବୋକ୍ସସିଂ ଦ୍ୱାରା ମନୋନୀତ ହୋଇଥିବା ଖରିଆର ରୋଡ ବାସିନ୍ଦା ତେଜସ୍ୱୀ ସୋନୀ ଅନୁଷ୍ଠିତ ହୋଇଥିବା ଇଣ୍ଡୋନେସିଆ ବାଲି ଠାରେ ଅନ୍ତର୍ଜାତୀୟ ବୋକ୍ସସିଂ ଖେଳରେ ସାମିଲ ହୋଇ ସ୍ଵର୍ଣ ପଦକରେ ସମ୍ମାନିତ ହୋଇଛନ୍ତି ତେଜସ୍ୱୀ ସୋନୀ l ତେଜସ୍ୱି ଙ୍କୁ ଖରିଆର ରୋଡ ରେଳ ଷ୍ଟେସନ ଠାରେ ତାଙ୍କୁ ସ୍ୱାଗତ ସମ୍ଭର୍ଧନା ଜଣାଇଛନ୍ତି ସହରବସୀ ଏହି ସ୍ୱାଗତ ସମ୍ବର୍ଧନା ବେଳେ ତନୟା ଶ୍ରୀବାସ୍ତବ (ଟ୍ରେନର) ଖରିଆର ରୋଡ ଉପ ନଗରପାଳ ନିଶାନ୍ତ ଡାଗା, ନୂଆପଡା ବାର ଆସୋସିଏସନର ସିଟୁ ବୋଧନକର, ଗୋଲୀ ତିୱାର, ଅଜୟ ଶର୍ମା, ଗୌରୀ ପଟେଲ, ରାକେଶ ହଂସ, ପୁରୁଷୋତ୍ତମ ଜାହାନବାଦୀ, କୋମଲ ଜାହାନବାଦୀ, ଅଂକୁର ଜାହାନବାଦୀ, ବଳବନ୍ତ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ l
ନୂଆପଡ଼ାରୁ ବିଷୁବନ୍ଛରାଂକ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0