।। ନାକରୁଣ୍ଡି ଅଞ୍ଚଳବାସୀଙ୍କ ମୌଳିକ ସମସ୍ୟା କେବେ ସୁଧାରିବା ।।

ସରକାର ମାଲମାଳ ଯୋଜନା କରି କୋଟି ଟଙ୍କା ଅନୁଦାନ କରୁଛନ୍ତି ସତ କିନ୍ତୁ ଆମେ ଯଦି ଦେଖିବା ଗ୍ରାମାଞ୍ଚଳରେ ସରକାର ଅନୁଦାନ କରୁଥିବା ଯୋଜନା ପହଞ୍ଚି ପାରୁ ନ ଥିବା ଅଞ୍ଚଳ ବାସୀ ଅଭିଯୋଗ ଆଣିଛନ୍ତି ।
ତାହା ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ନାକରୁଣ୍ଡି ଗ୍ରାମ ପଞ୍ଚାୟତ ବନପାହାଡ଼ ରେ ବସବାସ କରୁଥିବା ଅ ଜନଜାତି l କଣ କହୁଛନ୍ତି ଅଞ୍ଚଳ ବାସୀ ତାଙ୍କ ପ୍ରତିକ୍ରିୟା ଶୁଣିବା l
ଯେତେବେଳେ ଦାନମାଝୀ ର ଖବର ସାରା ବିଶ୍ୱ ରେ ପ୍ରଚାର ହୋଇଥିଲା ବୋଲି କହିଲେ ଭୁଲ ହେବନି କିନ୍ତୁ ସେହି ଘଟଣା ସମୟ ରେ ମାଲମାଲ ରାଜନେତା ଓ ପ୍ରଶାସନ ଯାଇ ଦାନ ମାଝୀଙ୍କ ଅଞ୍ଚଳ ବାସୀଙ୍କ ବିକାଶ ଓ ଉର୍ନ୍ନତି କରିବା ସହ ଅଞ୍ଚଳ ପାଇଁ ଆମେ ନଜର ରହିବ ବୋଲି ପ୍ରତିଶୃତି ଦେଇ ଥିବା ।
କେବେ କରିବେ ପୂରଣ ତାହା ଅଞ୍ଚଳ ବାସୀ ଅପେକ୍ଷା ରେ l ଏହି ଖବର ଗଣମାଧ୍ୟମରେ ପ୍ରସାରଣ ହେଲା ପରେ ସରକାର କଣ ସୁବିଧା କରିବେ ତାହା ଦେଖିବାକୁ ବାକି ରହିଲା ।
କଳାହାଣ୍ଡି ଜିଲ୍ଲାରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






