।। ନବନିର୍ମାଣ କୃଷକ ସଙ୍ଗଠନ ତରଫରୁ ୭୭ ତମ ସ୍ଵାଧୀନତା ଦିବସ ପାଳିତ ।।

Aug 15, 2023 - 17:47
 0  62
।। ନବନିର୍ମାଣ କୃଷକ ସଙ୍ଗଠନ ତରଫରୁ ୭୭ ତମ ସ୍ଵାଧୀନତା ଦିବସ ପାଳିତ ।।

କଳାହାଣ୍ଡି ଥୁଆମୂଳ ରାମପୁର ବ୍ଲକ ର ମୁଖ୍ୟ କାର୍ଯ୍ୟଲୟ ପାଖ ମିନି ଷ୍ଟାଡିୟମରେ ରେ ନବନିର୍ମାଣ କୃଷକ ସଂଘଠନ ରୁ ସ୍ୱଧିନତା ଦିବସ ପାଳିତ ହୋଇଯାଇଛି l

ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ଗୋପାଳ ପୁଝାରୀ ଏବଂ ଗୋପାଳପୁର ପଞ୍ଚାୟତ ର ଜଣାଶୁଣା ଲକପ୍ରୀୟ ଶ୍ରୀଯୁକ୍ତ ଶସିଦେବ ନାଏକ ଜିଲ୍ଲା ସଭ୍ୟ ଶ୍ରୀଯୁକ୍ତ ହିତେଶ କୁମାର ନାଏକ ଥୁଆମୂଳ ରାମପୁର ବ୍ଲକ୍ ସଭାପତି ଶ୍ରୀଯୁକ୍ତ କୃଷ୍ଣ ଛନ୍ଦ୍ର ନାଏକ ଉପ ସଭାପତି ଶ୍ରୀଯୁକ୍ତ ମଳୟ ନାଏକ ସେକ୍ରେଟାରୀ ପ୍ରଦୀପ କୁମାର ନାଏକ ଉପ ସେକ୍ରେଟାରୀ ଅନନ୍ତ ନାଏକ ଓବିଶି ମୂର୍ଚ୍ଛା ରାଜେଶ ପୁଝାରୀ ସ୍ ସି ମୂର୍ଚ୍ଛା ସଦାଶିବ ନାଏକ ଏସ୍ ଟି ମୂର୍ଚ୍ଛା ରାମଚନ୍ଦ୍ର ମାଝୀ ଦୁମେରପଦର୍ ପଞ୍ଚାୟତ ସଭାପତି ବସନ୍ତ ନାଏକ ତଲଝାପି ପଞ୍ଚାୟତ ସଭାପତି ବିକାଶ ମାଝୀ ଏବଂ ସମସ୍ତ ବ୍ଲକ୍ କମିଟି କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସ୍ଵାଧୀନତା ଦିବସ ପାଳନ କରିଥିଲେ l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ