ଧର୍ମପରାୟଣ ଙ୍କ ପରଲୋକ ଅଂଚଳରେ ଶୋକର ଛାୟା

May 15, 2026 - 19:42
 0  73
ଧର୍ମପରାୟଣ ଙ୍କ ପରଲୋକ ଅଂଚଳରେ ଶୋକର ଛାୟା

ନୂଆପଡା ଜ଼ିଲ୍ଲା ବୋଡେ଼ନ ଗ୍ରାମର ଧର୍ମପରାୟଣ ବ୍ୟକ୍ତି ଗଜାନନ ଦଣ୍ଡସେନା ଓରଫ ଟିପୁ ଙ୍କର ଆଜି ମଧ୍ୟାହ୍ନ ରେ ସ୍ୱର୍ଗବାସ ହୋଇଯାଇଛି l ସେ କିଛି ମାସହେବ କିଡ଼ନୀ ରୋଗରେ ପଡି ହୋଇ ଚିକିତ୍ସିତ ହେଉଥିଲେ l ସେ ଏକ ସରଳ, ମିଷ୍ଟଭାସି ଓ ମେଳାପୀ ପ୍ରକୃତିର ଲୋକ ହୋଇଥିବାରୁ ତାଙ୍କ ମୃତ୍ୟୁ ଖବର ପାଇଁ ବୋଡେ଼ନ ଅଂଚଳରେ ଶୋକର ଛାୟା ଖେଳି ଯାଇଛି l ତାଙ୍କର ଜ୍ୟୋଷ୍ଠ ପୁତ୍ର ବିଜୟ ଦଣ୍ଡସେନା ବନ୍ଧୁ ବାନ୍ଧବ ଗହଣରେ ମୁଖାଗ୍ନି ଦେଇ ଅନ୍ତିମ ସଂସ୍କାର କରିଛନ୍ତି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ