।। ଢୋଲପାସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳନ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଡ୍ରି ପଞ୍ଚାୟତ ଢୋଲପାସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ଗୁରୁ ଦିବସ ପାଳନ ହୋଇ ଯାଇଛି l
ଏଥିରେ ବିଦ୍ୟାଳୟ ର ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ର ଛାତ୍ରଛାତ୍ରୀ ସହ ପ୍ରଧାନ ଶିକ୍ଷକ ଯୁଗେଶ୍ୱର ବହିର ଉପସ୍ଥିତ ଥିଲେ l ବହୁତ ସୁନ୍ଦର ଭାବରେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷକ ଗୁରୁ ଦିବସ ପାଳନ ନେଇ ଅନେକ ବାର୍ତା ଦେଇଥିଲେ l
ଛାତ୍ର ଛାତ୍ରୀ ମାନେ ବହୁତ ଆନନ୍ଦ ରସହ ଗୁରୁ ଙ୍କୁ କଲମ ଖାତା ଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା l ପରିଶେଷରେ ପିଲାମାନେ ନିଜ ନିଜ ଘରକୁ ଫେରି ଥିଲେ l
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






