।। ଟିଟିଲାଗଡ ଅବକାରୀ ବିଭାଗ କୁ ବଡ଼ ସଫଳତା,୧୧.କେଜି ୫୦୦ଗ୍ରାମ ଗଞ୍ଜେଇ, ସହ ୨ ଜଣ ଗିରଫ ।।

Jul 30, 2023 - 19:55
 0  63
।। ଟିଟିଲାଗଡ ଅବକାରୀ ବିଭାଗ କୁ ବଡ଼ ସଫଳତା,୧୧.କେଜି ୫୦୦ଗ୍ରାମ ଗଞ୍ଜେଇ, ସହ  ୨ ଜଣ ଗିରଫ ।।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଅବକାରୀ ବିଭାଗର ଓ ଆଇ ସି , ଆଶିସ ବେହେରା ବିଶେଷ ସୂତ୍ର ରୁ ଖବର ପାଇ, ଗୋଟିଏ ଟିମ୍ କରି ଓ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଟିଟିଲାଗଡ ନିକଟସ୍ତ କୁମ୍ବେପଡ଼ା ଗ୍ରାମ, ଆଖି ହସ୍ପିାଲର ନିକଟରେ ଅବକାରୀ ବିଭାଗ ଖବର ପାଇ ଦୁଇ ଜଣ ଯୁବକ ହିରୋ ଗ୍ଲେମର ବାଇକ ଯୋଗେ ୧୧ କେଜି ୫୦୦ ଗ୍ରାମ ଗଞ୍ଜେଇ ଆଣି ଟିଟିଲାଗଡ ରେଳ ଷ୍ଟେସନ ରେ ପହଞ୍ଚେଇ ଥାନ୍ତେ।

କାହ୍ନା ବାଗ ଓ ଦ୍ରୋନ ନାଗ ନାମକ ଦୁଇ ଯୁବକ ସଇଁତଳା ଥାନା ଅନ୍ତର୍ଗତ ଗଣ୍ଡପତ୍ରାପାଲି ଗ୍ରାମ ର ବୋଲି ଜଣା ଯାଇଛି।

ଅବକାରୀ ଥାନା ଅଧିକାରୀ ଆଶିଷ ବେହେରା, ଏଏସଆଇ ସମୀର ରଞ୍ଜନ ଭୋଇ, ଏ ଏସ ଆଇ ଯତୀନ କୁମାର ଦୀପ, ଏ ଏସ ଆଇ ବୁଲୁ ସେଠି, କୁମୁଦିନୀ ମଲ୍ଲିକ,ସୁନିଲ ବଢେଇ,ଗଗନ ବିହାରୀ ମିଶ୍ର ।

 ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ