।। ଟାଙ୍ଗିଆ ଚୋଟ ରେ ମହିଳା ଜଣଙ୍କର ମୃତ୍ୟୁ ଆସାମି କୁ ଥାନା ରେ ଅଟକ ।।

Nov 9, 2023 - 20:49
 0  14
।। ଟାଙ୍ଗିଆ ଚୋଟ ରେ ମହିଳା ଜଣଙ୍କର ମୃତ୍ୟୁ ଆସାମି କୁ ଥାନା ରେ ଅଟକ ।।

ମୁନିଗୁଡ଼ା ନ୍ୟିୟୁଜ୍:Dt-9/11/୨୦୨୩ ଏଭଲି ଏକ ଅଭାବନିୟ ଘଟଣା ଘଟିଛି ,ରାୟଗଡା ଜିଲା,ମୁନିଗୁଡା ଥାନା ଅନ୍ତର୍ଗତ ହାଟମୁନିଗୁଡା ପଞ୍ଚାୟତ ର ବୁରୁଜୁଗୁଡା ରାମକ୍ରିଷ୍ନାମିଶନ ମେନ୍ ଗେଟ୍ ପଡିଶା ଘରେ ,ଲୋକ ଙ୍କ ସୁଚିତ ଅନୁଯାଇ ଏ ଘଟଣା ଘଟିଛି ଆଜି ପୁର୍ବାହ୍ନ ତିନିଟା ତିରିଶି ମିନିଟ୍ ସମୟରେ ଏହି ଘଟଣାକୁ ଘଟାଇଥିବା ଖବର ନେବାରେ‌ ଜଣାପଡିଛି।ନନ୍ଦିନି ନାୟକ ସ୍ବାମି -ରଞ୍ଜିତ ନାୟକ ବୟଶ ପ୍ରାୟ ୪୫ , ହତ୍ୟାକାରି ଆସାମି ଜଣକ ହେଲେ ଚନ୍ଦ୍ର ଏଲ୍ କାନ୍ଦ୍ରା, ଶୋଇଥିବା ସମୟ ରେ ଟାଙ୍ଗିଆ ଦ୍ବାରା ମୁଣ୍ଡରେ ହାଣି ମୁନିଗୁଡା ଥାନାରେ ସେଲେଣ୍ଡର ହେଇଛନ୍ତି ଚନ୍ଦ୍ର ଏଲ୍ କାନ୍ଦ୍ରା ,ମୃତକ ନନ୍ଦିନି ନାୟକ ସହ ଚନ୍ଦ୍ର ଏଲ୍ କାନ୍ଦ୍ରା ର କୈଣସି ପାରିବାରିକ ସମ୍ପର୍କ ନାହି ,ନନ୍ଦିନି ରାମକୁଷ୍ନମିଶନ ଆଶ୍ରମ ରେ ରୋଷେୟା ଭାବେ କାର୍ଯ୍ୟରତ ଥିଲେ ,ଚନ୍ଦ୍ର ଙ୍କ ଘର ଆଶ୍ରମ ର ପଡୋଶି ମେନ୍ ଗେଟ୍ ପାଖରେ ଘର ହେଇଥିବାରୁ ଓ ଜଣାଶୁଣା ନିଜ ଗ୍ରାମର ହୋଇଥିବା ରୁ ନନ୍ଦିନି ଚନ୍ଦ୍ରଘରେ ରହି ଯିବା ଆସିବା କରି ଆଶ୍ରମ ରେ କାମ କରୁଥିଲେ ,ବୋଲି ଗ୍ରାମବାସୀ ଓ ନିଜ ସ୍ଵାମୀଙ୍କ ତରଫରୁ ଜଣା ଯାଇଛି,ନନ୍ଦିନି ଗୌଡ ପରିବାର ର ହେଇଥିବା ବେଳେ ,ଚନ୍ଦ୍ର ଦୋରା ପରିବାର ର ବିଶ୍ବାସ ର ଭରଷା ଆସା ରେ ରହୁଥିଲେ ଚନ୍ଦ୍ର ଙ୍କ ଘରେ ,ଏହି ଭଲି ବହୁ ମାସ ହେଲା ରହିଆସୁଥିଲା ,ହଠାତ ଆଜି କୈଣସି କାରଣରୁ ମୃତ ର ଶିକାର ହୋଇଥିଲେ ନନ୍ଦିନି ନାୟକ,ପୁଅ ଝିଅ କୁ ଛାଡି ଚାଲିଗଲେ ଆର ପାରିକି, ଚନ୍ଦ୍ର ସେଲେଣ୍ଡର ହେବା ସାଙ୍ଗେ ସାଙ୍ଗେ ମୁନିଗୁଡା ପୋଲିସ ବିଷମକଟକ SDPO ସନ୍ତୋସେନି ଓରାମ ସହ ଆଇଆଇସି,ସଉଦା ମିନି ବେହେରା ସେକେଣ୍ଡ ଅଫିସର ନିରଞ୍ଜନ ବିଶ୍ଵାଳ ଙ୍କ ସହSincetic team ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ,ଏ ଘଟଣା କୁ କେନ୍ଦ୍ର କରି ହାଟମୁନିଗୁଡା ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି ,ଶବ ବ୍ୟବଛେଦ ପାଇଁ ଓଟ ଯୋଗେ ମୁନିଗୁଡା ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଥିଲା ,ଓ ଶବ ବ୍ୟବଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଥିଲା ଓ ଓଟୋ ଯୋଗେ ନିଜ ଗାଁ ବୁରୁଜୁଗୁଡା କୁ ନେଇ ଗ୍ରାମର ଲୋକ ମାନଙ୍କ ସହିତ ମିଶି ଶବ ସତ୍କାର ଶେଷରେ କରିଥିଲେ। ବୋଲି ଜଣା ଯାଇଛି |

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ୧ମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ