।। ଝରିଗାଁ ବ୍ଲକ ଠାରେ ମିଶନ ଶକ୍ତି ର ଗଣ ଧାରଣା ।।

Sep 22, 2025 - 20:54
 0  143
।। ଝରିଗାଁ ବ୍ଲକ ଠାରେ ମିଶନ ଶକ୍ତି ର ଗଣ ଧାରଣା ।।

ଝରିଗାଁ (ସିମାଞ୍ଚଲ ପନକା )ଝରିଗାଁ ବ୍ଲକ ଠାରେ ମିଶନ ଶକ୍ତି ର ଗଣ ଧାରଣା ନିମନ୍ତେ ନାରା ଵା ସ୍ଲୋଗାନ ଦିଆ ଯାଇଥିଲା ତାଙ୍କର ଦାବୀ ଥିଲା ପୂର୍ଵ ପରି ସ୍ଥାୟୀ ଦରମା, ଆକାଉଣ୍ଟ pay, ପ୍ରୋପମାନ୍ସ ବୋନସ, ଛଅ ମାସ ର ବକେୟା ରାଶି,କାର୍ଯ୍ୟ ଅନୁଯାୟୀ ବର୍ଦ୍ଧିତ ପାରିଶ୍ରମିକ ଏବଂ ରେଭେନ୍ୟୁ village ପ୍ରସ୍ତାହନ ବନ୍ଦ କର ବୋଲି ବ୍ଲକ ସମ୍ମୁଖରେ ଧାରଣା ଦେଇ ଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ