।। ଗାନ୍ଧି ଜୟନ୍ତୀ ଜୋର୍ ଦାର ପାଳନ କରିଲେ ଘଣ୍ଟା ଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ।।

Oct 2, 2023 - 08:34
 0  96
।। ଗାନ୍ଧି ଜୟନ୍ତୀ ଜୋର୍ ଦାର ପାଳନ କରିଲେ ଘଣ୍ଟା ଶୁଣି ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ।।

ଟିଟିଲାଗଡ ତା -୨/୧୦/୨୩ ବଲାଙ୍ଗିର ଜିଲ୍ଲା, ଟିଟିଲାଗଡ ସହରରେ ଥିବା ଘଣ୍ଟା ଶୁଣି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ରାଷ୍ଟିୟ ପିତା ମହାତ୍ମା ଗାନ୍ଧି ଙ୍କ ର ଜୟନ୍ତୀ, ବହୁତ୍ ଧୁମ ଧାମରେ ପାଳନ କରିଲେ ଏହି ଅବସର ରେ, ତୃତୀୟ ଶ୍ରଣୀ ଛାତ୍ର ନନ୍ଦ କିଶୋର ଷଡ଼ଙ୍ଗୀ, ଗାନ୍ଧି ଙ୍କ ଭେଶରେ ବାହାରି ଥିଲେ , ସମସ୍ତ ଶିକ୍ଷୟତ୍ରୀ ଓ ସବୁ ପିଲା ମାନଙ୍କୁ ନେଇ ସହର ପରିକ୍ରମା କରିଥିଲେ , କମ୍ପି ଉଠିଥିଲା ରଘୁପତି ରାଘବ ରାଜା ରାମ, ପତ୍ତି ତବାବନ ସୀତା ରାମ , ଏହି ଗୀତ ସମସ୍ତ ପିଲା ମାନେ ଗାନ ଓ। ଜୟ ଜଵାନ ଜୟ କିସାନ ,ଭାରତ ମାତା କି ଜୟ ର, ନାରା ଲଗେଇ ଅତି ଆନଦ ଉଲ୍ଲାସ ସହ ପୁଣି ନିଜ ସ୍କୁଲ କୁ ଫେରି ଥିଲେ, ସ୍କୁଲ ରେ ଛୋଟ ଛୋଟ ପିଲା ମାନଙ୍କୁ ମିଠା ଓ ଚୋକ୍ଲେଟ ବଣ୍ଟନ କରିଥିଲେ । 

ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ