।। ଗାଁକୁ ଗାଁ ପ୍ରଚାର କରି ଭୋଟ ଭିକ୍ଷା କରୁଛନ୍ତି ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀ ।।

May 6, 2024 - 05:26
 0  15
।। ଗାଁକୁ ଗାଁ ପ୍ରଚାର କରି ଭୋଟ ଭିକ୍ଷା କରୁଛନ୍ତି ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀ  ।।

ନୂଆପଡା : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ନୂଆପଡ଼ା ବିଧାନସଭା ମଣ୍ଡଳୀର ୩ ପ୍ରମୁଖ ଦଳ ଆଦିବାସୀଙ୍କୁ ଅବହେଳା କରିଥିବା ଅଭିଯୋଗ କରି ଆଦିବାସୀ ସଂଘ ପକ୍ଷରୁ କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ଏକ ସପ୍ତାହ ରହିଥିବାବେଳେ ନୂଆପଡା ନର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ସ୍ଵାଧୀନ ପ୍ରାର୍ଥୀ ଶ୍ରୀ ମାଝୀଙ୍କ ମାରାଥନ ପ୍ରଚାର କରୁଥିବାବେଳେ ଆଜି କୋମନା ବ୍ଲକ ଉଦ୍ୟାନବନ୍ଧ ଅଞ୍ଚଳରେ ରାଲି ସଭା କରି ପ୍ରତ୍ୟେକ ଦୋକାନ ତଥା ଘର ଘର ବୁଲି ନିଜ ସଂପକ୍ଷରେ ଭୋଟ ଭିକ୍ଷା କରିବାର ନଜରକୁ ଆସିଥିବାବେଳେ ଉଦ୍ୟାନବନ୍ଧ ପଞ୍ଚାୟତର କାଣ୍ଡେତରା, ପଣ୍ଡରାପଥର ଗାଁ ମାନଙ୍କରେ ବୈଠକ କରି ନିଜର ପ୍ରଚାର ଅଭିଯାନ ଚଳାଇଛନ୍ତି l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ