।। ଖଡ଼ିଆଳ ର ଅକ୍ଷରା ଶୁକ୍ଳା ଙ୍କ ସଫଳତା ।।

May 13, 2023 - 19:26
 0  85
।। ଖଡ଼ିଆଳ ର ଅକ୍ଷରା ଶୁକ୍ଳା ଙ୍କ ସଫଳତା ।।

ବରଗଡ଼ ବିକାଶ ରେସିଡେଣ୍ଟିଆଲ ସ୍କୁଲରେ ସିବିଏସଇ ଯୁକ୍ତଦୁଇରେ ୯୭% ରଖି ଟପର ହୋଇ ନୂଆପଡା ଜିଲ୍ଲା ପାଇଁ ଗର୍ବ ଆଣିଦେଇଛନ୍ତି ନୂଆପଡା 12/5/2023-ନୂଆପଡା ଜିଲ୍ଲା ଖଡ଼ିଆଳ ର ଅକ୍ଷରା ଶୁକ୍ଳା ଙ୍କ ସଫଳତା। ବରଗଡ଼ ବିକାଶ ରେସିଡେଣ୍ଟିଆଲ ସ୍କୁଲରେ ସିବିଏସଇ ଯୁକ୍ତଦୁଇ ରେ ୯୭% ପ୍ରତିଶତ ରଖି ଟପର ହୋଇ ନୂଆପଡା ଜିଲ୍ଲା ପାଇଁ ଗର୍ବ ଆଣିଦେଇଛନ୍ତି। ତାଙ୍କ ପିତା ବିକାଶ କୁମାର ଶୁକ୍ଳା ଜଣେ ସଫଳ ଵ୍ୟଵସାୟୀ ରୂପେ ଅଞ୍ଚଳରେ ବେଶ ଜଣାଶୁଣା। ମାତା କିରଣ ଶୁକ୍ଳା ଜଣେ ଗୃହିଣୀ ଭାବରେ ପରିବାର ର ସନ୍ତାନଙ୍କ ସଫଲତା ପଛରେ ମୁଖ୍ୟ ଭୂମିକା ନେଇଛନ୍ତି। ଆଗକୁ ଅକ୍ଷରା ଜଣେ ମେଡିକାଲ ଛାତ୍ରୀ ହୋଇ ଲୋକଙ୍କ ସେବା କରିବା ଜୀବନର ଲକ୍ଷ ରଖିଛନ୍ତି। ଖଡ଼ିଆଳ ଆଦର୍ଶ ବିଦ୍ୟାଳୟ ରେ ଅଧ୍ୟୟନ କରି ବରଗଡ଼ ବିକାଶ ରେ ପାଠ ପଢିଥିଲେ। ବର୍ତ୍ତମାନ ମେଡିକାଲ ପ୍ରସ୍ତୁତି ପାଇଁ କୋଟା ଯିବାର ଯୋଜନା ଥିବା ପରିବାର ପକ୍ଷରୁ ପ୍ରକାଶ। ବିଭିନ୍ନ ମହଲରୁ ଏହି ସଫଳତା ପାଇଁ ଶୁବେଚ୍ଛା ସୁଅ ଛୁଟିଛି।

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ