କୋରାପୁଟ ଜିଲ୍ଲାର ପଟାଙ୍ଗି କନ୍ସିଯେନି ର ଅଗ୍ନୀ ଗଙ୍ଗା ମା ଠିକାଦାର ସଂଘ ର କାର୍ଯ୍ୟକାରି ବୌଠକ ପ୍ରସ୍ତୁତି ଆରମ୍ଭ ହୋଇଥିଲା

Apr 19, 2026 - 21:55
 0  167
କୋରାପୁଟ ଜିଲ୍ଲାର ପଟାଙ୍ଗି କନ୍ସିଯେନି ର ଅଗ୍ନୀ ଗଙ୍ଗା ମା ଠିକାଦାର ସଂଘ ର କାର୍ଯ୍ୟକାରି ବୌଠକ ପ୍ରସ୍ତୁତି ଆରମ୍ଭ ହୋଇଥିଲା

କୋରାପୁଟ ଜିଲ୍ଲା ଅନ୍ତର୍ଗତ ସେମିଲିଗୁଡ଼ା ବ୍ଳକ ମୋଧ୍ୟ୍ୟରେ ଆଜି ଅଦ୍ୟ ୧୯/୦୪/୨୦୨୬ ରିଖ ଅଗ୍ନୀ ଗଂଙ୍ଗାମା ଠିକାଧାର ସଂଙ୍ଘ ....Registration No xxi of (1860) No KPT (5350)--052020 Satiujoyti Nagar ଦେଉଳ ପାଡ଼ିଆ କମ୍ପ୍ଲେକ୍ସ NH 26 ସେମିଲିଗୁଡା ବ୍ଲୋକ ଡିଷ୍ଟିକ୍ କେରାପୁଟ ଆଜିର ବୌଠରେ ସଭାପତି ଘେନୁ ଦେଉଳ ପାଡିଆ ସମ୍ପାଦକ ଅଶୋକ ପ୍ରଧାନ କୋଷାଧକ୍ଷ କୈଳାଶ ଚୌଧୁରୀ ଏବଂ ସଙ୍ଘର କାର୍ଯ୍ୟକର୍ତ୍ତା ସୋ ସମସ୍ତେ ଦକ୍ଷତାର A,B,C,D, (class) ର ଠିକାଦାର ପଟ୍ଟାଙ୍ଗି ବ୍ଲକ ନନ୍ଦପୁର ବ୍ଲକ୍ ସେମିଲିଗୁଡା ବ୍ଲକ୍ ଏବଂ ସୁନାବେଡ଼ା ପୌରପରିଷଦ ରୁ ୧୦୦/ରୁ ଉର୍ଦ୍ଧ୍ୱ ଲୋକ ବୌଠକରେ ଯୋଗ ଦେଇଥିଲେଏବଂ ସମସ୍ତେ ନିଜେ ନିଜର ମୋତ ପ୍ରକାଶ କରିଥିଲେ ଏବଂ ଓ ସରକାର୍ ନିୟମ ଅନୁସାରେ ସିଡୁଏଲ୍ ରେଟ୍ ଦେଣ୍ଡର ପକାଇବା ପାଇଁ ଅନୁରୋଧ କରିଥିଲେ ଏବଂ ଅନେକ ଲୋକ ସମର୍ଥନ କରିଥିଲେ କୋରାପୁଟ ରୁ ରୂପ ଖରା ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ