।। କେନ୍ଦ୍ରର ବିଜେପି ନେତ୍ରୀଙ୍କ ମିଥ୍ୟା କଥା କୁ ନେଇ ପ୍ରତିକ୍ରିୟା ରଖିଲେ ବିଧାୟକ ରଘୁରାମ ପାଡ଼ାଲ ।।

Jun 12, 2023 - 17:34
 0  17
।। କେନ୍ଦ୍ରର ବିଜେପି ନେତ୍ରୀଙ୍କ ମିଥ୍ୟା କଥା କୁ ନେଇ ପ୍ରତିକ୍ରିୟା ରଖିଲେ ବିଧାୟକ ରଘୁରାମ ପାଡ଼ାଲ ।।

କୋରାପୁଟ(କୋରାପୁଟ ପ୍ରଥମ ଖବର):ତା:-୧୨/୦୬/୨୦୨୩ କୋରାପୁଟ ଜିଲ୍ଲା, କୋରାପୁଟ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧିକାରୀ ଶ୍ରୀଯୁକ୍ତ ରଘୁରାମ ପାଡ଼ାଲ ଙ୍କ ଏରିଆର ଡ଼ାଙ୍ଗ୍ ଦେଉଲା ଗ୍ରାମରେ ଆଜି କୌଣସି ଏକ ବିଜେପି ନେତ୍ରୀ ଏକ ମିଥ୍ୟା କଥା କହିଛନ୍ତି ।ସେ ଯାହା କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଠାରୁ ଟଙ୍କା ଆସୁଛି କିନ୍ତୁ ଆପଣ ମାନଙ୍କ ରାଜ୍ୟ ସରକାର ଏବଂ ଆପଣ ଙ୍କ ଏରିଆର ବିଧାୟକ, ଆପଣ ମାନଙ୍କ ପାଖକୁ ପହଞ୍ଚାଉ ନାହାଁନ୍ତି ବୋଲି ଲୋକଙ୍କ ମନରେ ଦ୍ଵନ୍ଦ ସୃଷ୍ଟି କରାଉଛନ୍ତି କିନ୍ତୁ ଏହା ଆଗାମୀ ନିର୍ବାଚନ କୁ ଦୃଷ୍ଟିରେ ରଖି ଏହିଭଳି ମିଥ୍ୟା ପ୍ରଚାର ପ୍ରସାର କରୁଛନ୍ତି ବୋଲି ବିଧାୟକ ରଘୁରାମ ପାଡ଼ାଲ୍ କହିଛନ୍ତି ।

 ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ