।। କେନ୍ଦ୍ର ସରକାର ଙ୍କ ଉଜ୍ଵଲା ଯୋଜନା ଦିବସ ବଡକର୍ଲାକୋଟ ଗ୍ରାମ ପଞ୍ଚାୟତ ।।

Nov 27, 2023 - 16:58
 0  16
।। କେନ୍ଦ୍ର ସରକାର ଙ୍କ ଉଜ୍ଵଲା ଯୋଜନା ଦିବସ ବଡକର୍ଲାକୋଟ ଗ୍ରାମ ପଞ୍ଚାୟତ ।।

ଆମ ସଂକଳ୍ପ ବିକଶିତ ଭାରତ କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ସେହି ଯୋଜନା ମଧ୍ୟରୁ ଏକ ଯୋଜନା ହେଉଛି ଉଜ୍ଵଲା ଯୋଜନା । ଆଜି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼କର୍ଲାକୋଟ ଗ୍ରାମ ପଞ୍ଚାୟତ ର ବଜାର ପଡିଆ ଠାରେ ଏକ ବଡ଼ ଗାଡ଼ି ରେ ମୋଦି ଜି ଙ୍କ ପୋଷ୍ଟର ଲାଗି ଡିଜିଟାଲ ପ୍ରୋଜେକ୍ଟର ମାଧ୍ୟମରେ ଲୋକଙ୍କୁ ବାର୍ତ୍ତା ଦିଆ ଯାଇଛି । ଏଥିରେ ଉପସ୍ଥିତ ଥିଲେ ଗ୍ରାମ ପଞ୍ଚାୟତ ର ପି.ଇ.ଓ, ସରପଞ୍ଚ ଙ୍କ ସହିତ ଏସ୍.ଏଚ.ଜି ମାଁ ମାନେ ଏବଂ ପଞ୍ଚାୟତ ବାସୀ । ଭାରତର ମହିଳା ମାଁ ମାନଙ୍କୁ ମିଳି ପାରିଛି ଇନ୍ଦନ ଗ୍ୟାସ,ଘରେ ଘରେ ପାଇଖାନା, ଚାଷୀଙ୍କ କିସାନ ଯୋଜନା,ଏଭଳି ଅନେକ ସମ୍ମାନ କେନ୍ଦ୍ର ସରକାର ଦେଇଥିବା ର ପ୍ରୋଜେକ୍ଟ ରେ ଭିଡିଓ ମାଧ୍ୟମରେ ଦେଖିବାକୁ ମିଳିଛି।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରୁ ବାବୁଲି ହରିଜନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ