।। କରେନଗଛ ଟିକିରା ପଡାରେ ପିଇବା ପାଣି ସମସ୍ୟା ।।

Feb 25, 2024 - 20:15
 0  13
।। କରେନଗଛ  ଟିକିରା ପଡାରେ ପିଇବା ପାଣି ସମସ୍ୟା ।।

ସରକାର ମାଲ ମାଲ ଯୋଜନା କରିବା ପରେ ବି ଆଜି ପର୍ଯ୍ୟନ୍ତ ନିରୀହ ଗରିବ ଲୋକମାନଙ୍କ ପାଖରେ ପିଇବାପାଣି ପହଞ୍ଚି ପାରିନାହିଁl ବସୁଧା ଯୋଜନା ପାଇଁ ସାତ ସପନ ପାଲଟିଛି ତାହା ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବଡ ଛତରଙ୍ଗ ପଞ୍ଚାୟତ ତାସିଗୁଡା କରେନଗଛ ଟିକିରା ପଡା ପିଇବା ପାଣି ଅପହଞ୍ଚ l ଉକ୍ତ ପଡା ରେ 25/30ପରିବାର ରହିଥିବା ବେଳେ ଏକ ନଳକୂପ ରୁ ପାଣି ଘରକୁ ନେଲା ସମୟ ରେ ଏକ ପାହାଡ଼ ଚଡି ପିଇବା ପାଣି ଘରକୁ ନେଇ ଥୁବା ଦୃଶ୍ୟ ଦେଖିବାକୁ ମିଳିଥିଲା l ଏହି ସମସ୍ୟା ର ସମାଧାନ କେବେ ହେବ ତାହା ଦେଖିବାକୁ ବାକି ରହିଲା ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ