।। କଂଗ୍ରେସ ର ମିଶ୍ରଣ ପର୍ବ ଆଜି ଗାରିଡି ପଞ୍ଚାୟତ ର ଆମ୍ୱିଳିପୁଟ ଗ୍ରାମ ଠାରେ ଅନୁଷ୍ଠିତ ।।

ଚଳିତ ନିର୍ବାଚନ ଢେର୍ ଦୀନ ବାକି ଥିବା ହେତୁ ଶାସକ ବିଜେଡି ଓ ବିଜେପି କୁ ବଡ଼ ଝଟକା ଲାଗିଛି l ବିଜେଡି ଓ ବିଜେପି ରୁ ଅସନ୍ତୁଷ୍ଟ ହୋଇ କଂଗେସ ଦଳରେ ସାମିଲ ହୋଇଥିବାର ଦେଖିବାକୁ ମିଳିଛି l ଗାରିଡି ପଞ୍ଚାୟତ ର ଆମ୍ୱିଳିପୁଟ ଗ୍ରାମର 40.ଜଣ ଓ ଡୁମାଡଙ୍ଗର ଗ୍ରାମର 2.ଜଣ ମିଶିଛନ୍ତି l ଏ ନେଇ ଆଜି କଂଗ୍ରେସ ଦଳର ହୃଦୟରେ ଖୁସିର ଲହରୀ l ଆଜି ନୂଆଁ ରେ ସାମିଲ ହୋଇଥିବା ବ୍ୟକ୍ତି ଓ ମହିଳା ମାନଙ୍କୁ ଉପଢ଼ୌକନ ଦେଇ ସ୍ବାଗତ କରିଥିବାର ଦେଖିବାକୁ ମିଳିଛି l ଏହି ସମୟରେ କଂଗେସ ଜିନ୍ଦାବାଦ. ରାହୁଲ ଗାନ୍ଧୀ ଜିନ୍ଦାବାଦ. ସପ୍ତଗିରି ଉଲାକା ଜିନ୍ଦାବାଦ. ପବିତ୍ର ସାଆନ୍ତା ଜିନ୍ଦାବାଦ ଧ୍ୱନୀ ରେ ଅଞ୍ଚଳ କମ୍ପି ଉଠିଥିଲା l ଏଥିରେ ବହୁ ସଂଖ୍ୟାରେ ଗାରିଡି ପଞ୍ଚାୟତର କଂଗ୍ରେସ ଦଳର କର୍ମୀ ମାନେ ଯୋଗ ଦେଇଥିଲେ ।
ବନ୍ଧୁଗାଁ ରୁ ମଣ୍ଡଳ ମିଣୀଆକା ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






