।। ଆଲବମ୍ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ଝୁଲନ୍ତା ମୃତଦେହ ଠାବ ।।
ବଲାଙ୍ଗିର ଜିଲ୍ଲାର ସୁଦପଡ଼ାରେ ଏକ ଘରୁ ଆଲବମ୍ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ଝୁଲନ୍ତା ମୃତଦେହ ଠାବ ହେଇଛି ଯୁବତୀଙ୍କ ମାମୁଘର ସୁଦପଡ଼ା ତାଙ୍କ ନିଜ ଘର ବଲାଙ୍ଗିର ସହରର ତାଲପାଲିପଡ଼ା , ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ, ପୁଲିସ ଘଟଣାର ତଦନ୍ତ କରୁଛି
What's Your Reaction?
Like
0
Dislike
0
Love
1
Funny
0
Angry
0
Sad
1
Wow
0