।। ଆଦିବାସୀ ଯୁବକ ସଂଘ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଟିତ ।।

Oct 1, 2023 - 19:39
 0  91
।। ଆଦିବାସୀ ଯୁବକ ସଂଘ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଟିତ ।।

କଳାହାଣ୍ଡି ଜିଲ୍ଲା ଥୁଆ ମୂଳ ରାମପୁର ବ୍ଲକ ଆଦିବାସୀ ଯୁବକ ସଂଘ ସଭାପତି ଶ୍ରଯୁକ୍ତ ଦୟାନିଧି ଭୋଇ ଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଜଳ ଓ ସ୍ୱଛତା ବିଭାଗ ଆନୁକୂଲ୍ୟରେ ଓଡ଼ିଶାର ପ୍ରତେକ ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଉଥିବା ବେଳେ ଆଜି କାଣିଗୁମା ଗ୍ରାମପଞ୍ଚାୟତ ଓ ଥୁଆମୂଳ ଗ୍ରାମ ପଞ୍ଚାୟତ ର ମାଣିକେଶ୍ବରୀ ଏବଂ ଶ୍ରୀ ଶ୍ରୀ ନୀଳ କଣ୍ଠେସର ମହାଦେବ ମନ୍ଦିର ଚାରି ପାର୍ସ,ରାସ୍ତା କଡ ର ସମସ୍ତ ଅଇଲା ଆବର୍ଜନା ସଫା କରି ନୂତନ ଗଠିତ ଆଦିବାସୀ ଯୁବକ ସଂଘ ଅଞ୍ଚଳର ଚର୍ଚ୍ଚାର ବିଷୟ ପାଲଟିଛି। ଥୁଆ ମୂଳ ରାମପୁର ଅଧ୍ୟୁଷିତ ବନପାହାଡ ଘେରା ଆଦିବାସୀ ବହୁଳ ଅଞ୍ଚଳଅଟେ। କିନ୍ତୁ ଦୁନିଆର ପରିବେଶ କୁ ଆଧାର କରି ସଂଘ୍ ଆଜି ଅଞ୍ଚଳ ର ବିକାଶ ସ୍ଵଚ୍ଛତାର ପରିବେଶ ନିମନ୍ତେ ସଙ୍ଘ ଜାଗ୍ରତ ହୋଇ 24ଗୋଟି ପଞ୍ଚାୟତ ର କଣ ଅନୁକୋଣ ରେ ବାର୍ତା ଦେବାରେ ସପଥ ନେବା ସହ ସ୍ଲୋଗାନ ଦେଇଛନ୍ତି। ପ୍ରଥମେ ନିଜେ ସ୍ୱଚ୍ଛ ହୋଇ ପରିବାର ଓ ପରିବେଶ କୁ ପରେ ଗାଁ କୁ ନେଇ ପଞ୍ଚାୟତ ଏମିତି ହୋଇ ଦେଶ ର ମଧ୍ୟ ସ୍ୱଚ୍ଛତା ଆମେ ହୋଇ ପାରିବା ବୋଲି ପ୍ରକାଶ କରି ଥିଲେllଏଥିରେ ସମ୍ପାଦକ ମଳୟ ମାଝୀ , ମହାସଚିବ ସୁଶାନ୍ତ ମାଝୀ ,କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଅଭିଜିତ ମାଝୀ ସମେତ ମନିରାଇ ମାଝୀ , ମହନ ମାଝୀ ,ସନ୍ତୋଷ ମାଝୀ ,କ୍ଷେତ୍ର ମାଝୀ ସମେତ 24 ଗୋଟି ପଞ୍ଚାୟତର ଶତାଧିକ ଯୁବକ ଉପସ୍ଥିତ ରହି ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ସହଯୋଗ କରିଥିଲ ।

କଳା ହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ