ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ କାର୍ଯ୍ୟାଳୟ ତରଫରୁ ଆଜି ରୋଟାରୀ କ୍ଲବରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ କାର୍ଯ୍ୟାଳୟ ତରଫରୁ ଆଜି ରୋଟାରୀ କ୍ଲବରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇ ଯାଇଛି।ଏଥିରେ ମୟୂରଭଞ୍ଜ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ ପରିଡା ମହୋଦୟ ଉପସ୍ତିତ ରହି ବହୁମୂଲ୍ୟ ରକ୍ତଦାନ କରିବା ସହିତ ସେଛା କୃତବ୍ୟକ୍ତିମାନେ ରକ୍ତଦାନ କରିଛନ୍ତି। ଆଞ୍ଚଳିକ ପରିବହନ ବିଭାଗର ସମସ୍ତ ଅଧିକାରୀ ତଥା କର୍ମଚାରି ତଥା ସମସ୍ତ ଦୁଇ ଚକଯାନର କମ୍ପାନିର କାର୍ଯ୍ୟାରତ କାର୍ଯ୍ୟକର୍ତା, ତଥା ନେକ୍ସା ମଟର, ହୁଣ୍ଡାଇ ମଟର, ହିରେ। ମଟର, ୟାମା ମଟର ଏହିପରି ଅଧିକାଂଶ ଶୋରୁମରେ କାର୍ଯ୍ୟାରତ ତଥା କଲେଜ ଭଲେନଟିଆର ବନ୍ଧୁମାନେ ଏହି ରକ୍ତଦାନରେ ରହି ରକ୍ତଦାନ କରିବା ସହିତ ସହଯୋଗର ହାତ ବଢ଼ାଇଥିଲେ। ସର୍ବମୋଟ ୨୬ ଇଉନିଟ ରକ୍ତ ସଂଗ୍ରହ ହୋଇଥିଲା, ୩୦ ମାର୍ଚ୍ଚରେ ବାରିପଦା ବସଷ୍ଟାଣ୍ଡରେ ୫୨ ଜଣ ଲୋକଙ୍କର ଚକ୍ଷ୍ୟୁ ପରିକ୍ଷା ସହିତ ଚକ୍ଷୁର ପତ୍ନ ଉପରେ ପରାମର୍ଶ ଦିଆଯାଇଲା।ଏହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ଅଞ୍ଚଳିକ ପରିବହନ ବିଭାଗର ।
ବାରିପଦାରୁ -ଗୌର ଦାସଗିରି
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0