।। ଆଜି କୋରାପୁଟ ନିର୍ବାଚନ ମଣ୍ଡଳୀରେ କଡା ସୁରକ୍ଷା ମାଧ୍ୟ୍ୟମରେ ପ୍ରତମ ପର୍ଯ୍ୟlୟ ନିର୍ବାଚନ ।।

May 13, 2024 - 22:51
 0  12
।। ଆଜି କୋରାପୁଟ ନିର୍ବାଚନ ମଣ୍ଡଳୀରେ କଡା ସୁରକ୍ଷା ମାଧ୍ୟ୍ୟମରେ ପ୍ରତମ ପର୍ଯ୍ୟlୟ ନିର୍ବାଚନ ।।

କୋରାପୁଟ ଜିଲ୍ଲା ଲମାପୁଟ ବ୍ଲକ ପେଟା ପଞ୍ଚାୟତ ସୁରକ୍ଷା ମାଧ୍ୟ୍ୟମରେ ପ୍ରତମ ପଞ୍ଚାୟତ ପର୍ଯ୍ୟlୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ଏଥିରେ ବହୁ ସଂଖ୍ୟରେ ଭୋଟର ନିଜ ନିଜ ମତ ସାବ୍ୟସ୍ତ କରିଛନ୍ତି ପାଗ ମେଘୁଆ ଥିବାରୁ ସକାଳ ସାତଟା ରୁ ବୁଥ ଆଗରେ ଲମ୍ବା ଲାଇନ ଦେଖିକିବାକୁ ମିଳିଥିଲା ପରେ ଅତ୍ୟଧିକ ଖରା ହେବାରୁ ଲୋକେ ଶାନ୍ତିରେ ଭୋଟ ଦେଲେ ତାଣ୍ଡ ମାରିଥିବାରୁ ଲୋକ କୁ ସୁରକ୍ଷା ମିଳୁଥିଲା ଖରାରୁ ପିଇବାକୁ ପାଣି ବି ଶପିସେଣ୍ଟ ତିଳା ଇଣ୍ଡିକେପ ଲୋକ ପାଇଁ ୱାଲିଚେର ବି ଥିଲା ସବୁସୁବିଦାମିଳୁଥିଲା ପେଟା ପଞ୍ଚାୟତରେ ଚାରଟିଭୂତ ରେ ବି ବଲଚାଲୁଥିର ଦେଖିବାକୁ ମିଳିଥିଲା ହାଟପେଟା ବୁଥ. ଓ ବଡ଼ପେଟା ବୁଥ ଓ ରାଣୀତଟା ବୁଥ. ଓ ର୍ମୁଜା ବୁଥ ରେ ର୍ମୁଜା ଇସ୍କୁଲ ଠାରେ ବୁଥ ପାଇଁ ଅତି ସୁନ୍ଦର ଭାବେ ସଜ୍ଜା ଯାଇଥିଲା ଯେଉଁ ମହିଳା ମାନେ ସାଥିରେ କୁନି କୁନି ଶୁଆଙ୍କୁ ନେଇ ମତ ସାବ୍ୟସ୍ତ କରିବାକୁ ଆସିଥିଲେ ସେମାନଙ୍କ ପାଇଁ ସ୍ଵତନ୍ତ କୋଠରୀ ଭିତରେ କୁନି କୁନି ଛୁଆଙ୍କୁ ରଖା ଯାଇଥିଵା ବେଳେ ସେମାନଙ୍କ ଦାୟିତ୍ୱ ଅଙ୍ଗନବାଡି କର୍ମୀଙ୍କୁ ଦିଆଯାଇଥିବା ଦେକହିବାକୁ ମିଳିଥିଲା ।

ଲମତାପୁଟ ରୁ ସୁବାଷ ମାଳି ର ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ