।। ଲାଉଡ଼ି ଘାଟିରେ ଅଲଟି ଜଣେ ମୃତ ୪ଗୁରୁତର ।।

May 31, 2023 - 21:20
May 31, 2023 - 21:43
 0  79
।। ଲାଉଡ଼ି ଘାଟିରେ ଅଲଟି ଜଣେ ମୃତ ୪ଗୁରୁତର ।।

ଏହି ଭଳି ଦୁର୍ଘଟଣା ଘଟିଛି ପଟାଙ୍ଗି ବ୍ଲକ୍ ସୁଙ୍କି ଥାନା ଅନ୍ତର୍ଗତ ଲାଉଡି ଘାଟି ନିକଟରେ ଏକ ଅଟୋ ଦୁର୍ଘଟଣା ରେ ଜଣେ ମୃତ ୫ ଜଣ ଗୁରୁତର।ମୃତ ବ୍ୟକ୍ତି ଜଣକ ହେଲେ ଭାରତମାଳା ପରିଯୋଜନା ରେ କାର୍ଯ୍ୟରତ ଆସାମର ଏକ ଶ୍ରମିକ ହୋଇଥିବା ନେଇ ଜଣାପଡ଼ିଛି।ଦୁର୍ଘଟଣା ପରେ ଗୁରୁତରଙ୍କୁ ପ୍ରଥମେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପଟ୍ଟାଙ୍ଗି କୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ଏକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।ଅନ୍ୟ ୪ ଜଣକ ଅବସ୍ଥା ଗୁରୁତର ରହିଥିବା କାରଣରୁ ସେମାନଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ୍ କୋରାପୁଟ କୁ ସ୍ଥାନାନ୍ତର କରାଯାଇଅଛି।

 କୋରାପୁଟ ଜିଲ୍ଲାରୁ ବାବୁଲା ଖିଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ