।। CRPF_ଯବାନଙ୍କ_ଆତ୍ମହତ୍ୟା.।।
ବରଗଡ଼: ଜଗଦଲପୁର କ୍ୟାମ୍ପରେ ବନ୍ଧୁକରେ CRPF ଯବାନଙ୍କ ଆତ୍ମହତ୍ୟା । ମୃତ ଯବାନ ୩୩ ବର୍ଷୀୟ ଯୁବକ ପ୍ରସନ୍ନଜିତ ପାଳ, ପ୍ରସନ୍ନଜିତଙ୍କ ଘର ପଶ୍ଚିମବଙ୍ଗ ମୁରସିଦାବାଦରେ ଗତକାଲି ରାତିରେ ଡ୍ୟୁଟିରେ ଥିବାବେଳେ ଆତ୍ମହତ୍ୟା ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
1
Wow
0