।। BJD ଛାଡ଼ି BJP ରେ ଯୋଗଦେଦେଲ ଶ୍ରୀ ଚୈତନ୍ୟ ନନ୍ଦିବାଲି ।।

ଆଜି BJD ଛାଡ଼ି BJP ରେ ଯୋଗଦେଲେ ସମାଜ ସେବୀ ତଥା 2024 ପଟାଙ୍ଗୀ ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଶ୍ରୀମାନ ଚୈତନ୍ୟ ନନ୍ଦିବାଲି l ଭୁବନେଶ୍ୱର ସ୍ଥିତ ରାଜ୍ୟ BJP ମୁଖ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଚାଲିଥିବା ବେଳେ l କୋରାପୁଟ ଜିଲ୍ଲାର BJP ଜିଲ୍ଲା ସଭାପତି ଶ୍ରୀ ସୁମନ୍ତ ପ୍ରଧାନଙ୍କ ଜରିଆରେ ଯାଇ ଜଗଦେଇଥିବା ଦେଖିବାକୁ ମିଳିଛି l କେନ୍ଦ୍ରସରକାରଙ୍କ ଶାସନକୁ ଅନୁପ୍ରାଣିତ ହୋଇ ହଜାର ହଜାର ଲୋକଙ୍କ ସର୍ବ ସମୁଖରେ ଯାଇ BJP ରେ ସାମିଲ ହୋଇଥିବା ଜଣାପଡ଼ିଛି l ତାଙ୍କ ସହିତ ମାଳିପର୍ବତ ସୁରକ୍ଷା ସମିତିର ସଭାପତି ଶ୍ରୀ ବିଜୟ ଖିଲ ମଧ୍ୟ ଜଗୋଦେଇଥିଲେ l ସୂଚନା ମୁତାବକ 2009 ମସିହାରୁ BJD ର ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୀ ଆସୁଥିବା ବେଳେ 2019 ମସିହା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀର BJD ଲଭି ଥିଲେ l କିନ୍ତୁ ଟିକେଟ ପାଇବାରେ ବିଫଳ ହଇଥିଲେ l ଫଳରେ ସ୍ୱାଦିନ ଭାବେ ଅଟ ଚି଼ହ୍ନରେ ପ୍ରତିଧନ୍ଦୀ କରି ଆଠ ହଜାର ପାଞ୍ଚସହ ଭୋଟ ପାଇଥିଲେ l ହେଲେ ସମାଜ ସେବାରେ ମନବଳ ଭାଙ୍ଗିନଥିଲେ ଲୋକଙ୍କ ସେବାରେ ରହି ଆଜି BJPର ପଦ୍ମ ଧରି କୋରାପୁଟ ମାଠିରେ ପଦ୍ମ ଫୁଟାଇକୁ ପ୍ରୟାସ ଜାରି ରଖିଛନ୍ତି l ଏହି ମିଶ୍ରଣ ପର୍ବରେ ଉତର ପ୍ରଦେଶର MP ବିଜୟ ତମର,ରାଜ୍ୟ ସଭାପତି ମାନସ ସାମଲ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହିତ ଅନେକ BJP ନେତା ଓ ମନ୍ତ୍ରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି l
(ସେମିଲିଗୁଡା ଠାରୁ ଦେବେନ୍ଦ୍ର ଖିଲ )
What's Your Reaction?






