।। 2023 ଦୀପାବଳି ବାଲିଫୁଲ ଉତ୍ସବ ପାଳିତ ।।
ଆଲୋକର ପର୍ବ ଦୀପାବଳି ପୁରପଳି ଠାରୁ ଆ ଆରମ୍ବ କରି ସହର ପର୍ଯ୍ୟନ୍ତ ସାରାଭାରତରେ ହିନ୍ଦୁପରିବାର ବହୁଆଡମ୍ବରେ ପବିତ୍ରଦୀପାବଳି କୁ କ୍ଷୀରି. ପିଠାଆଦି ଖୁସିର ସହପାଳନ କରନ୍ତି. ସେହିପରି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକଅଧିନସ୍ତ ଗୋପାଳପୁର ଗ୍ରାମପଂଚାୟତ ଅନ୍ତର ଗତ ପଖରି ଗୁଡା ଗ୍ରାମ ର ନେତାଜୀଯୁବ ଅନୁଷ୍ଠାନ ଓ ଗ୍ରାମବାସୀଙ୍କ ସହାୟତାରେ ଦୀପାବଳିବାଲିଫୁଲ ଉତ୍ସବ ପାଳନ କରିଛନ୍ତି. ଉତ୍ସବ ରେ ମୁଖ୍ୟଅତିଥି ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ଦୟାନିଧି ମାଝୀ ଯୋଗଦେଇଥିବା ବେଲେ ସଂମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀ ଯୁକ୍ତ ବେଣୀ ମାଝୀ. ସମାଜ ସେବି ଦୁର୍ଯ୍ୟଧନ ନାୟକ. ବିଜୁ ଜନତାଦଳ ଯୁବ ସଭାପତି ଫୋଟୁସିଂ ଭୋଇ. ଶୁଭମ ନାଏକ. ଈଶ୍ୱର. ଥବିର ନାଏକ ସମେତ ଅନେକ ଲୋକ ଯୋଗଦେଇଥିଲେ ଲୋକଙ୍କ ମନରଞ୍ଜନ ପାଇଁ ରାତ୍ରରେ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା. ଆଖ ପାଖର ଦର୍ଶକ ବୃନ୍ଦ ଙ୍କ ଭିଡ଼ ଜମିଥିବାର ଦିଖିବା ମିଳିଥିଲା ।
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0