।। ୧୬ ପ୍ରହରୀ ନାମ ଯଜ୍ଞ ବହୁତ ଆନନ୍ଦ ସହ ପାଲିତ ହେଲା,, ମନିଗାଁ ରେ ।।

Feb 14, 2024 - 06:11
 0  70
।। ୧୬ ପ୍ରହରୀ ନାମ ଯଜ୍ଞ  ବହୁତ ଆନନ୍ଦ  ସହ ପାଲିତ ହେଲା,, ମନିଗାଁ ରେ ।।

ବଲାଙ୍ଗୀର ଜିଲ୍ଲା, ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମନିଗାଁ ରେ ୧୬ ପ୍ରହରୀ ନାମ ଯଜ୍ଞ ବହୁତ ଆନନ୍ଦ ସହ ପାଲିତ ହେଲା,, ଗତ ତା -୧୦/୨/୨୪ ଦିନ ଅଧିବାସ ଓ କଳସ୍ ଯାତ୍ରା,, ନାମ ୧୧ ଓ ୧୨ ତାରିଖ ନାମ ,ଓ ୧୩ ତାରିଖ ରେ ପ୍ରୁନାହୁତି ହୋଇଥିଲ , ମାନିଗାଁ ରେ ଗତ, ୪ ଦିନ ଧରି ହରେ କୃଷ୍ଣ ହରେ କୃଷ୍ଣ , କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ ହରେ ହରେ ଏହି ମହା ମନ୍ତ୍ର ରେ କମ୍ପି ଉଠୁ ଥିଲା, ଏହି ପ୍ରହରୀ ଦେଖିବା ପାଇଁ ବହୁତ ଦୂରରୁ ଭକ୍ତ ମାନେ ଆସି , ଏହାର ଆନନ୍ଦ ନେଉଥିଲେ, ପ୍ରାଯ ୫ ଟି ପଞ୍ଚାୟତ ର ୫.୦୦୦ ହଜାର ଭକ୍ତ ମାନେ ଆସି ଆନନ୍ଦ ନେଉଥିଲେ ଓ ଅର୍ଣ୍ଣ ପ୍ରସାଦ ଗ୍ରହଣ କରିଥିଲେ ।ସବୁ ଦିନ ପ୍ରାୟ ୫,୦୦୦ ହଜାର ଭକ୍ତ ଅର୍ଣ୍ଣ ପ୍ରସାଦ ଖାଉଥିଲେ,, ମନୋରଞ୍ଜନ ପାଇଁ ମିନାବଜାର ମଧ୍ୟ ଲାଗି ଥିଲା,, ମଝିରେ ମହା ମାରି କୋରୋନ ଯୋଗୁଁ କିଛି ବର୍ଷ ବନ୍ଦ ଥିଲା , ସଭାପତି ,ମାନସ ସାହୁ,, ଉପ ସଭାପତି ଧର୍ମେନ୍ଦ୍ର ପ୍ରଧାନି, ସମ୍ପାଦକ , ଉଧବ ସାହୁ ସହ ସମ୍ପାଦକ , ରାଜକିଶୋର ପ୍ରଧାନୀ କୋଷାଧ୍ୟକ୍ଷ, ଶିବ ପ୍ରଧନୀ ଉପଦେଷ୍ଟା ଲକ୍ଷ୍ମଣ ସାହୁ ।

ଟିଟିଲାଗଡ ରୁ ବାଳକୃଷ୍ଣ ମିଶ୍ର ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ