।। ୧୨ ଦଫା ନେଇ ଧତ୍ମ ଘଟ ମୁରିବାହାଲ ଡାକ ସେବା ବନ୍ଦ ଏଥି ପାଇଁ ଜନ ଆସୋନ୍ତୋସ ।।

ଯଦି ୧୨ ଦଫା ଦାବି ପୂରଣ ନହେଲେ ,ଆଗକୁ ବଡ଼ ଧରଣ ର ଆନ୍ଦୋଳନ ହେବ ୧୨ ଦଫା ଦାବି ହେଲା , ୧- ନିୟମ ୩(ଏ) ରଦ୍ଦ କରାଯାଉ ୨-GDS କର୍ମଚାରୀଙ୍କୁ ବିଭାଗ ସହିତ ଏକକିକାରଣ କରାଯାଉ ୩- ଆମକୁ ସିଭିଲ ସର୍ଭେଣ୍ଟ ର ମାନ୍ୟତ ଦିଆଯାଉ ୪_ ଆଠ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ ଅବଧିକୁ ବଢ଼ାଜାଉ ୫-ପାଞ୍ଚ ଲକ୍ଷ୍ୟ ଟଙ୍କାର ଗ୍ରାଯୁଟି ଦିଆଯାଉ ୬- ପାଞ୍ଚ ଲକ୍ଷ୍ୟ ଟଙ୍କାର ର ଗ୍ରୁପ ଇନ୍ସୁରେନ୍ସ ଦିଆଯାଉ ୭- ୧୮୦ ଦିନର ସବେତନ ଛୁଟି ୮- ମେଡିକାଲ ଭତା ଆମର ଦାବି ୯- ଡବଲ ହାଣ୍ଡେଡ ଶାଖମାନଙ୍କୁ ବିତରଣ ଭତା ଦିଆଯାଉ ୧୦- ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାନଙ୍କୁ TA ଓ DA ଦିଆଯାଉ ୧୧- ଟାର୍ଗେଟ ପ୍ରଥା ବନ୍ଧ ହେଉ GDS କର୍ମ୍ ଚାରି ମାନଙ୍କ ଶୋଷଣ ବନ୍ଦ ହେଉ ୧୨- ସମାନ କାର୍ଯ୍ୟକୁ ସମାନ ବେତନ ଧର୍ମ ଘଟରେ ବସିଥିବା ଙ୍କ ନାମ ହେଲା
ସତ୍ୟଜିତ ସଡଙ୍ଗୀଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






