ହାନାଗାଡେନ୍ ଠାରେ ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଟା ଦିବସ ପାଳିତ

Dec 26, 2024 - 18:59
 0  12
ହାନାଗାଡେନ୍ ଠାରେ ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଟା ଦିବସ ପାଳିତ

କୋରାପୁଟ-:ତା-୨୬/୧୨/୨୦୨୪(ଫାଷ୍ଟ ନ୍ୟୁଜ ଓଡ଼ିଶା)କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତୋରଫରୁ ୨୮ ତମ ପ୍ରତିଷ୍ଠା ଦିବସ ପଟାଙ୍ଗି ନିର୍ବାଚନି ମଣ୍ଡଳି ସ୍ଥିତ ସେମିଲିଗୁଡା ବିଡାଅଫିସ୍ ହାନାଗାଡେନ୍ ଠାରେ ମହା ସମାରୋହରେ ପାଳିତ ହଇଯାଇଛି. ଏଇ ଅବ ସରରେ ସ୍ୱର୍ଗତ ବିଜୁ ବାବୁଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଳ ଅର୍ପଣ କରି ଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ. ଏହି କାର୍ଯ୍ୟକ୍ରମ କୁ ପୂର୍ବତନ ପଟାଙ୍ଗି ବିଧାୟକ ପ୍ରୋଫୁଲ କୁମାର ପାଙ୍ଗୀ, ପୂର୍ବତନ ବିଧାୟକ ପିତମ ପାଢ଼ୀ ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ନିର୍ବାଚନି ମଣ୍ଡଲିର ବିଜେଡି ର ତିନିଗୋଟି ବ୍ଲକର ସଭାପତି, ପଟାଙ୍ଗି, ନନ୍ଦପୁର ବ୍ଲକର ଅଧ୍ୟକ୍ଷା ସେମିଲଗୁଡ଼ାର ବ୍ଲକ ଉପାଦକ୍ଷ ଶିବା ବାଙ୍ଗାରୀ, ବରିଷ୍ଟ ବିଜୁ ପ୍ରେମୀ ଜଗନ୍ନାଥ ପାଙ୍ଗି, ଗପାଳ ବେଵାର୍ତା, ପଟାଙ୍ଗି ଜିଲ୍ଲା ପରିଷଦ ଜୋନ ଦୁଇ ର ଲୋଇଚନ ଖରା, ସେମିଲିଗୁଡା ବ୍ଲକର ପୂର୍ବତନ ଉପାଦକ୍ଷ ଅନନ୍ତ ରାମ ମାଟାମ ନିଜ ଅଭି ଭାଷଣ ରେ ବିଜେଡି ରେ ଆୟୋତ ରେ ଥିବା ତିନିଗୋଟି ବ୍ଲକ, ଜିଲ୍ଲା ପରିଷଦ, ତିନୋଟି ଅଧକ୍ଷା ଥାଇକି ବଜେଡି ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜିତ ଦୁର୍ଭାଗ୍ୟ ଜନକ ବୋଳି କହିବା ସହ ପରସ୍ପର କର୍ମୀ ମାନଙ୍କ ମଧ୍ୟରେ ବୁଝା ମଣା ଠିକନ ଥିବାରୁ, ଓବାର କଂନ ଫିଡେନ୍ସ ଥିବାରୁ ହାରିଯାଇଥିବା ସେ କହିଚନ୍ତି. ବିଜେଡି ଯୁବ ନେତା ପଟ୍ଟାଙ୍ଗି ପର୍ଯ୍ୟ ବେକ୍ଷକ ଅମିତ ଅଗ୍ରୱାଲ ଏଇ ଅବସରରେ ନିଜ ଭାଷଣ ରଖିଥିଲେ. ଏବଂ ହାରିଯାଇଥିବାର କାରଣକୁ ସୋମୀକ୍ଷା କରିଥିଲେ. ଆସନ୍ତା ପଞ୍ଚାୟତ ନିର୍ବାଚନ ରେ କିପରି ଦଳ ବିଜୟ ବାନା ଉଡାଇବା ତା ଉପରେ ଏକତ୍ରିତ ହେବାର ନବୀନ ପଟନାୟକ ହାତ ମୁଠା ଟାଣ କରିବା ଉପରେ ନେଇ କର୍ମୀମାନଙ୍କ ମଧ୍ୟ୍ୟ ରେ ଆଲୋଚନା ହାଇଥିଲା।

କୋରାପୁଟ ରୁ ରୂପ ଖରା First news ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ