।। ସେମିଳିଗୁଡା ମା ଅଗ୍ନି ଗଙ୍ଗା ମା ଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ।।

ଚଳିତ ବର୍ଷ ମେ 7 ରୁ 17 ପର୍ଯ୍ୟନ୍ତ ମାଙ୍କ ଘଟଯାତ୍ରାର ତାରିଖ ସର୍ବ ସହମତି କମେ ନିର୍ଧାରିତ କରାଯାଇଛି। ଏହି ବୈଠକରେ ଉପସ୍ଥିତ ଥିଲେ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପାଡାଲ, ପଟାଙ୍ଗୀ ବିଧାୟକ ଶ୍ରୀ ପିତମ ପାଢ଼ୀ , iic ସେମିଳିଗୁଡା ଥାନା ଶ୍ରୀ ପ୍ରଦ୍ୟୁମ୍ନ ମହାପାତ୍ର , ଗଙ୍ଗାମା ପୂଜା କମିଟି ର ବର୍ତ୍ତମାନ ଏବଂ ପୁରୁଣା ସଦସ୍ଯ, ମନ୍ଦିର ପୁଜାରୀ ମାନେ, ସ୍ଥାନୀୟ ଯୁବ ସମାଜ ଏହି ବୈଠକ ରେ ଗତ ବର୍ଷ ଅପେକ୍ଷା ଏଥର ଅଧିକ ଆଡମ୍ବରର ସହ ପାଳନ କରାଯିବ ଅଗ୍ନିଗଙ୍ଗା ମାଙ୍କ ଯାତ୍ରା ବୋଲି ଆଲୋଚନା ହେଇଚି । ଏଥି ନିମନ୍ତେ ସେମିଳିଗୁଡା ସହର ର ପ୍ରତେକ୍ ନାଗରିକ , ପ୍ରତେକ୍ ସଂଘ ଓ ପ୍ରତେକ୍ ସାହି ବାସିନ୍ଦା କ ପୂର୍ବ ପରି ସାହାଯ୍ୟ ଓ ସହଯୋଗ ର ଆବଶ୍ୟକ ରହିଛି ସମସ୍ତ ଙ୍କ ମିଳିତ ଉଦ୍ୟମ ରେ ସେମିଳିଗୁଡା ଙ୍ଗା ଠାକୁରାଣୀ ମା ଅଗ୍ନୀ ଗଙ୍ଗା ମା କ ଯାତ୍ରା ନିଶ୍ଚୟ ସଫଳ ହେବ ।
What's Your Reaction?






