।। ସମିତି ସଭ୍ୟ ବିଦ୍ୟାଳୟ ରେ ପୋଷାକ ବଣ୍ଟନ କଲେ ।।

Aug 6, 2023 - 09:49
 0  36
।। ସମିତି ସଭ୍ୟ ବିଦ୍ୟାଳୟ ରେ ପୋଷାକ ବଣ୍ଟନ କଲେ ।।

କୁମ୍ଭlଖାଳ ଗ୍ରାମ ର ବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀ ମାନଙ୍କୁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସିନ୍ଦୁରଘାଟି ପଞ୍ଚାୟତ କୁମ୍ଭlଖାଳ ଗ୍ରାମ ର ବିଦ୍ୟାଳୟ ଆଜି ପୋଷାକ ବଣ୍ଟନ ରେ ସମିତି ସଭ୍ୟ ଶ୍ରୀ ଖଗେଶ୍ୱର ନାଏକ କାର୍ଯ୍ୟରତ ଶିକ୍ଷକଙ୍କୁ ସହଯୋଗ କରିଥିଲେ l

ଏନେଇ ଗ୍ରାମ ବାସୀ ଶ୍ରୀ ନାଏକ ଙ୍କୁ ବହୁତ ଖୁସି ହୋଇ ଧନ୍ୟବାଦ ଜଣାଇଥିଲେ l ଏଥିରେ ପ୍ରଧାନଶିକ୍ଷକ ଲମ୍ବୁଧର ନାଏକ ଓ ଶ୍ରେଣୀ ଶିକ୍ଷକ ସହ ଛାତ୍ର ଛାତ୍ରୀ ସହ ଅଭିଭାବକ ଉପସ୍ଥିତ ରହିଥିଲେ l

ନୂତନ ପୋଷାକ କୁ ନେଇ ଛାତ୍ର ଛାତ୍ରୀ ବେଶ ଆନନ୍ଦିତ ହୋଇ ଥିବା ଦେଖିବାକୁ ମିଳିଥିଲା l

 ଜିଲ୍ଲା ପ୍ରତିନିଧି ଜଗନ୍ନାଥ ଖସଲାଙ୍କ ସହ ମୁକୁନ୍ଦ ନାୟକ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ