ସମାଜସେବାରେ ନିଜକୁ ଉତ୍ସର୍ଗିକୃତ କରିଥିବା, ୧୩୯ ଥର ରକ୍ତଦାତ ଡଃ ନିରୋଜ ପୋଥାଳ ନିଆରା ଢଙ୍ଗରେ ସେବାର ସନ୍ଦେଶ ବାଣ୍ଟି ପାଳନ କଲେ ୫୯ତମ ଜନ୍ମଦିନ
ସମାଜ ସେବୀ ଡଃ ନିରୋଜ କୁମାର ପୋଥାଳ ୧୩୯ ଥର ରକ୍ତଦାତା ତାଙ୍କ ୪୯ତମ ଜନ୍ମଦିନରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ ଓ ୧୫୦ ଜଣ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ମୟୂରଭଞ୍ଜ ଜିଲ୍ଲା ର ବାରିପଦା ବ୍ଲକର ବିଡିଓ, ସୁନାମଧନ୍ୟପ୍ରସାସନିକ ଅଧିକାରୀ ତଥା ଆଗ ଧାଡ଼ିର ସମାଜସେବକ । ଦେବେନ୍ଦ୍ର ପ୍ରସାଦ ବନ୍ଦ ଙ୍କ ଦ୍ଵାରା ୧୫୦ ଜଣଙ୍କୁ ସମ୍ମାନିତ କରାଗଲା, ଏଥିରେ ବାରିପଦା ନଗରପାଳ କୃଷ୍ତାନନ୍ଦ ମହାନ୍ତି, ଉପ ନଗରପାଳ ସିମା ଦାସ, ଶିକ୍ଷାବିତ ଡଃ ଅସୀମ ଚକ୍ରବର୍ତ୍ତୀ, ନିୟମିତ ରକ୍ତଦାତା ସମାଜସେବୀ ନାଟ୍ୟ ନିର୍ଦ୍ଦେଶକ ଶିକ୍ଷାବିତ ଗୁରୁଜୀ ସୋମନାଥ ସିଂ, ସମାଜସେବୀ ସାମ୍ବାଦିକ ଡଃ ଗୌର ଦାସ ଗିରି, ସମାଜସେବି ତଥା ଗରୀବସହାୟଙ୍କ ଦେବଦୃତ ଚିତରଞ୍ଜନ ସ୍ଵାଇଁ ତଥା ଡାକ୍ତରୀ ଟିମ ଉପସ୍ଥିତ ରହି ରକ୍ତ ସଂଗ୍ରହ ସହ ଉକ୍ତ କାର୍ଯ୍ୟକ୍ରମ ଚାଲିଥିଲା। ଡଃ ନିରୋଜ ପୋଥାଳଙ୍କୁ ସବୁ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଓ ଆର୍ଶିରର୍ବାଦ ର ଶୁଭେଚ୍ଛାର ସୁଅ ଛୁଟିଥିଲା।ଏହିପରି ମହାନ ବ୍ୟକ୍ତିତ୍ଵର ଅଧିକାରୀଙ୍କୁ ରାଷ୍ଟ୍ରପତି ସମ୍ମାନରେ ସମ୍ମାନିତ ପାଇଁ ଦାବୀ ହେଉଛି।ଯାହାଙ୍କ ନିସ୍ୱାର୍ଥପର ଦିବାରାତ୍ରୀ ସେବାରେ ହଜାର ହଜାର ରୋଗୀଙ୍କର ଜୀବନ ବଞ୍ଚିବାରେ ସହାୟକ ହେଉଛି। ଓଡ଼ିଶା ର ପ୍ରତ୍ୟେକ ମେଡିକାଲରେ ବିନାମୂଲ୍ୟରେ ରକ୍ତ ଯୋଗାଇ ବାରେ ଡଃ ନିରୋଜ ପୋଥାଳଙ୍କ ଭୂମିକା ସବୁ ମହଲରେ ବେସ ପ୍ରସଂଶ ନିୟ।
ବାରିପଦାରୁ --ଗୌର ଦାସଗିରି
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0