ଶିକ୍ଷା ବିଭାଗ ରେ ବ୍ଲକ୍ ଟପ୍ପର ହେଲେ ସୁକେନ୍ଦ୍ର ମୁଠା ମାଝୀ
ଦାରିଙ୍ଗବାଡି ୨/୦୬/୦୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା) ଜୀବନରେ ଲକ୍ଷ୍ୟକୁ ହାସଲ କରିବା ବାପାଇଁ ଅନେକ ଲୋକ ଲକ୍ଷ୍ୟସ୍ଥଳ କୁ ପହଞ୍ଚିବା ପାଇଁ ବିଭିନ୍ନ ଉପାୟରେ ପ୍ରସ୍ତୁତ ହୁଅନ୍ତି ହେଲେ ସେମାନଙ୍କ ମଧ୍ୟରୁ କେତେ ଜଣ ଲକ୍ଷ୍ୟସ୍ଥଳ କୁ ପହଞ୍ଚି ପାରନ୍ତି ତ ଆଉ କିଏ ପହଞ୍ଚି ପାରନ୍ତି ନାହିଁ I କିନ୍ତୁ ଆମେ ଯାହାଙ୍କ ବିସୟରେ କହୁଛୁ ସେ ଆଉ କିଏ ନୁହନ୍ତି I ସୁକେନ୍ଦ୍ର ମୁଠାମାଝୀ ଘର ଦାରିଙ୍ଗବାଡି ବ୍ଲକ୍ ଅନ୍ତର୍ଗତ ପ୍ଲିହେରୀ ପଞ୍ଚାୟତ ସ୍ଥିତ ପାଙ୍ଗାଲି ଗ୍ରାମର ଉତୁରା ମୁଠାମାଝୀ ଙ୍କ ପୁତ୍ର ସେ ସନ୍ଥ ଶ୍ରୀ ଆଶା ରାମ ବାପୁ ଡିଗ୍ରୀ ମହାବିଦ୍ୟାଳୟ କୋଟଗଡ଼ କନ୍ଧମାଳ ରେ ଶ୍ରୀ ସୁକେନ୍ଦ୍ର ମୁଠା ମାଝୀ ଶିକ୍ଷା ବିଭାଗ ର ଛାତ୍ର ଏହି ବର୍ଷ ସନ୍ଥ ଶ୍ରୀ ଆଶା ରାମ ବାପୁ ଡିଗ୍ରୀ ମହାବିଦ୍ୟାଳୟ କୋଟଗଡ଼, କନ୍ଧମାଳ ରେ 95% ରଖୀ ଶିକ୍ଷା ବିଭାଗ ରେ ବ୍ଲକ୍ ଟପ୍ପର ହୋଇଛନ୍ତି ପିତା ଶ୍ରୀ ଉତୁରା ମୁଠା ମାଝୀ ମାତା ଶ୍ରୀ ସାବିତ୍ରୀ ମୁଠା ମାଝୀ +୩ଶିକ୍ଷା ବିଭାଗ ରେ ବ୍ଲକ୍ ଟପ୍ପର ହେଇଛନ୍ତି I ଏହି ସଫଳତା ର ଖୁସି କୁ ନେଇ ତାଙ୍କ ଖୁସି ବିୟକ୍ତ କରିଛନ୍ତି ଏବଂ ତାଙ୍କ ଅଞ୍ଚଳରେ ଲୋକେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି I ସେ ଦିନ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରୁଥିଲେ ବାକି ସମୟ ରେ ସେ ଘରଇ ଟିଉସନ ମଧ୍ୟ କରୁଥିଲେ I ଯେଉଁ ପିତା ଦିନେ ମୁଣ୍ଡର ଝାଳ ତୁଣ୍ଡରେ ପକାଇ ପୁଅଙ୍କୁ ପାଠ ପଢ଼ାଉ ଥିଲେ I ସେହି ବାପା ଜଣେ ଚାଷି କୁଲି ମଜୁରିଆ ଓ ତାଙ୍କ ମାଆ ପିଲା ବେଳ ରୁ ତାଙ୍କୁ ଛାଡି ଚାଲଯାଇଛନ୍ତି ତଥାପି ସେ ନିଜର ଚେଷ୍ଟା ଓ ପରିଶ୍ରମ ରେ ଆଗକୁ ଯାଇଛନ୍ତି ତାଙ୍କ ଘର ହେଉଛି ଦାରିଙ୍ଗବାଡ଼ି ବ୍ଲକ, ପାଙ୍ଗାଲି ଗ୍ରାମ୍ୟ, କନ୍ଧମାଳ ଆଗକୁ ସେ ଗାଁର ନାଁ ରଖିବେ ବୋଲି ଆଶା କରିଛନ୍ତି ନିଜ ଗାଁ ଲୋକେ ସୁକେନ୍ଦ୍ର ମୁଠାମାଝୀଙ୍କ ପାଇଁ ଦିନ ଥିଲା ଦିନକୁ ୧୦ ରୁ ୧୨ ଘଣ୍ଟା ଚାଷ ଜମିରେ ପରିଶ୍ରମ କରି ଅର୍ଥ ଉପାର୍ଜନ କରୁଥିଲେ ଏବଂ ପାଠ ପଢୁଥିଲେ ତାଙ୍କ ମାଆ ପିଲା ଦିନ ରୁ ଆର ପାରିକୁ ଚାଲି ଗଲା ପରେ ସେ ରାଇକିଆ ଅନାଥ ଆଶ୍ରମ ରେ ପଢ଼ି ସେ ତାଙ୍କର ଶିକ୍ଷା ଜୀବନ ଆରମ୍ଭ କରିଥିଲେ I ଏହି ସଫଳତା ତା ପାଇଁ ତାଙ୍କ ପିଲା ବେଳ ର ଗୁରୁ ବା ଶିକ୍ଷକ ନିଜ ଗାଁର ସୁକେନ୍ଦ୍ର ମୁଠାମାଝୀଙ୍କ ସାହା ଭରଷା ହୋଇଥିଲେ ଶ୍ରୀ ମନୋଜ ପ୍ରଧାନ ପ୍ରାଥମିକ ବିଦ୍ୟାଳୟ ପାଙ୍ଗାଲି ଏଣୁ ଶିକ୍ଷକ ଙ୍କୁ ଧନ୍ୟବାଦ ଦେଇଛନ୍ତି I
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0