ବାଲିଗୁଡ଼ାରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

Jun 25, 2026 - 15:22
 0  18
ବାଲିଗୁଡ଼ାରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ବାଲିଗୁଡ଼ା୨୫/୦୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା)ରଥଯାତ୍ରା ଯେପରି ଶାନ୍ତିଶୃଙ୍ଖଳାହେ ପାଳନ କରାଯାଏ ଏହାକୁ ଆଖି ଆଗରେ ରଖି ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣିତା ଦାସ ଏବଂ SDPO ଶୁଭମ୍ ଭୋସଲେ ଙ୍କ ନେତୃତ୍ୱରେ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା I ଉକ୍ତ ବୈଠକରେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଥିବା ପ୍ରତ୍ୟେକ ବିଭାଗ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା ଯେପରି ଗୁଣ୍ଡିଚା ରଥଯାତ୍ରା ପାଳନ ଦିନ ବିଦ୍ୟୁତ୍ ସମସ୍ୟା ଯାନବାହାନ ନିୟନ୍ତ୍ରଣ ହୋଟେଲ ମାନଙ୍କରେ ବିକ୍ରି ହେଉଥିବା ଖାଦ୍ୟ ଉପରେ ଯାଞ୍ଚ୍ କରିବା ଗାଡ଼ି ମଟର ଚୋରୀ ଉପରେ ନଜର ପକେଇବା ଡିଜେ ସାଉଣ୍ଡ ବ୍ଯବହାର ନକରିବା ଏବଂ ଶାନ୍ତି ଶୃଙ୍ଖଳ ରକ୍ଷାକରି ରଥଯାତ୍ରା ପାଳନ କରିବା ପାଇଁ ଆଲୋଚନ କରାଯାଇଥିଲା I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ