।। ମୁନିଗୁଡା ସରକାରୀ ଉଚ୍ଛ ଵାଳିକା ବିଦ୍ୟାଳୟ ଏସ ଏସ ଡ଼ି ର ବାର୍ଷିକ ଉତ୍ସବ ଧୁମ୍ ଧାମରେ ପାଳନ କରାଯାଇଛି ।।

Feb 16, 2024 - 17:51
 0  10
।। ମୁନିଗୁଡା ସରକାରୀ ଉଚ୍ଛ ଵାଳିକା ବିଦ୍ୟାଳୟ ଏସ ଏସ ଡ଼ି ର ବାର୍ଷିକ ଉତ୍ସବ ଧୁମ୍ ଧାମରେ ପାଳନ କରାଯାଇଛି ।।

ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଖୋଲ ପଞ୍ଚାୟତ ନିକଟସ୍ଥ ଥିବା ସରକାରୀ ଉଚ୍ଚ ଵାଳିକା ବିଦ୍ୟାଳୟ ରେ ମହାଆଡମ୍ବର ସହ ଧୁମ୍ ଧାମରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଅନୁସୂଚିତ ଜାତି ଓ ଜନଜାତି ପଛୁଆ ବର୍ଗର ତଥା ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ସ୍ବତନ୍ତ ଅତିଥି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ଶ୍ରୀ ସୁଧିର କୁମାର ଦାସ, ମୁଖ୍ୟ ବକ୍ତା ଶ୍ରୀ ଶ୍ୟାମଘନ ଭୂୟାଁ, ଶିକ୍ଷା କଲ୍ୟାଣ ବିଭାଗ ରାୟଗଡ଼ା ଜୋନ୍, ଶ୍ରୀ ପୃଥିରାଜ୍ ସାହୁ, ସମ୍ମାନୀତ ଅତିଥି ଶ୍ରୀମତୀ ମୁନିଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡୃକା, ଓଡିଶା ସମବାୟ ସମିତି ନିର୍ଦ୍ଦେଶକ ଜଗନ୍ନାଥ ନୁଣ୍ଡୃକା , ଶ୍ରୀମତି ଜିଲ୍ଲା ପରିଷଦ ସଭ୍ୟ ମାଧବୀ କନ୍ଦପାଣୀ, ଉପାଧ୍ୟକ୍ଷ ଆଦର୍ଶ କୁଶିଲିଆ, ମୁନିଖୋଲ ସରପଞ୍ଚ ଶ୍ରୀ ଯୁକ୍ତ ପାଇକ ଜାକାସିକା, ସଭାପତି ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ସୁନୀତା କୁମାରୀ ସାହୁ,ସରକାରୀ ଶିକ୍ଷକ ଶ୍ରୀ ପତିତପାବନ ଜେନା, ଶ୍ରୀମତି ସସ୍ମିତା ସାମଲ,ଅନୁପମା ଵେହେରା, ଶ୍ରୀ ନବୀନ ଚନ୍ଦ୍ର କଂସ ବେହେରା, ଶ୍ରୀ ଲଣ୍ଡା ବ୍ରେଡାକା , ଶ୍ରୀମତୀ ଅନ୍ନପୂର୍ଣ୍ଣା ଗିରି, ସୁଶ୍ରୀ ନଵନୀତ ପ୍ରଧାନ, ଶ୍ରୀମତୀ ରଶ୍ମିତା ଦିଗାଲ, ଶ୍ରୀମତୀ ଇତିଶ୍ରୀ ପ୍ରିୟଦର୍ଶନୀ ଶ୍ରୀମତୀ ଉଲାପି କରକରିଆ, ଶ୍ରୀମତୀ ଲକ୍ଷ୍ମୀ ପ୍ରିୟା ଦେଵ ଓ ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ। ଶିକ୍ଷାବର୍ଷର ମେଧାତାଲିକା ପ୍ରଥମ ସୁଶ୍ରୀ ଦୀପା ସେଠି, ଦ୍ଵିତୀୟ ସୁଶ୍ରୀ କଵିତା ନୁଣୃକା, ତୃତୀୟା ନିରୁପମା କୁଶିଲିଆ, ଜଗନ୍ନାଥ ଙ୍କ ଫୋଟ ଚିତ୍ର କୁ ଦୀପ ପ୍ରଜ୍ୱଳନ କରି ବାର୍ଷିକ ଉତ୍ସଵ ଉଦଘାଟନ ହୋଇଥିଲା। ଏହି ବାର୍ଷିକ ଉତ୍ସଵ ରେ ଛାତ୍ର ଛାତ୍ରୀ ଙ୍କ ଖେଳ ପ୍ରତିଯୋଗିତା ରେ ପ୍ରଥମ, ଦ୍ୱତୀୟ ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ମାନପତ୍ର ଓ ଟ୍ରଫି ବିତରଣ କରିଥିଲେ ।ପ୍ରଧାନ ଶିକ୍ଷକ ସରକାରୀ କର୍ମ ଚାରି ମାନେ ବରିଷ୍ଟ ଅତିଥି ମାନଙ୍କୁ ପୁଷ୍ପ ଗୁଛଦେଇ ସ୍ବାଗତ କରିଥିଲେ ।ସରକାରୀ ଉଚ୍ଚ ଵାଳିକା ବିଦ୍ୟାଳୟ ର ମୁନିଗୁଡା ସ୍କୁଲ ର ଶିକ୍ଷକ ମାନେ ଏହି ବାର୍ଷିକ ଉତ୍ସଵ ରେ ଅନ୍ଯାନିୟ ସ୍କୁଲ ଆସିଥିଵା ଶିକ୍ଷକ ଓ କର୍ମଚାରୀମାନେ ଵହୁ ସଂଖ୍ୟାରେ ଗ୍ରାମ ବାସି ଓ ଅଭିଵାଵକ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ହୋଇ ଆନନ୍ଦ ଉପଭୋଗ କରିଥିଲେ l ଶେଷରେ ଏହି ନବମ ଶ୍ରେଣୀ ଓ ହିନ୍ଦୀ ଶିକ୍ଷକ ବାର୍ଷିକ ଏହି ଉତ୍ସବରେ ମଞ୍ଚ ପରିଚାଳନା କରିଥିଲେ ଚୁମିକି ପ୍ରଧାନ ଓ କଲ୍ୟାଣ ନାଗ, ଅରୁଣ କୁମାର ସାହୁ, ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ